ରାସ୍ତାକଡ଼କୁ ଓଲଟିଲା ବସ୍‌

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ବସ୍ ଓଲଟି ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ। ଏଥିରେ ଜଣେ ଗୁରୁତର ହୋଇଛନ୍ତି।  କନ୍ଦରପୁର-ମାଛଗାଁ ରାସ୍ତାର ହାଜିପୁର ପାଖରେ ଓଲଟିଲା ବସ୍। ଜଗତସିଂହପୁରରୁ କଟକ ଯିବା ବାଟରେ ଅଭିରାମ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ତେବେ ବସଟି କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା କଡ଼ର ଥିବା ବିଲକୁ ଓଲଟିପଡ଼ିଥିଲା।

tpi

tpi

Tapas Behera
  • Published: Friday, 02 August 2019
  • Updated: 02 August 2019, 06:34 PM IST

Sports

Latest News

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ବସ୍ ଓଲଟି ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ। ଏଥିରେ ଜଣେ ଗୁରୁତର ହୋଇଛନ୍ତି।  କନ୍ଦରପୁର-ମାଛଗାଁ ରାସ୍ତାର ହାଜିପୁର ପାଖରେ ଓଲଟିଲା ବସ୍।

ଜଗତସିଂହପୁରରୁ କଟକ ଯିବା ବାଟରେ ଅଭିରାମ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ତେବେ ବସଟି କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା କଡ଼ର ଥିବା ବିଲକୁ ଓଲଟିପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story