ଜଳିଗଲା ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଭୁବନେଶ୍ୱର ସହିଦନଗରରେ ଆଜି ଏକ ବସ୍‌ରେ ନିଆଁ ଲାଗି ବସ୍‌ଟି  ହୁତୁହୁତ ହୋଇ ଜଳିଯାଇଛି। ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ସହିଦନଗର ପରି ଜନଗହଳିପୂର୍ଣ୍ଣ ସ୍ଥାନରେ ଏପରି ଅଗ୍ନିକାଣ୍ଡ କିପରି ଘଟିଲା ଓ ଏହାର କ୍ଷୟକ୍ଷତି ସମ୍ପର୍କରେ କିଛି ସୂଚନା ମିଳିନି। ଉକ୍ତ ବସ୍‌ଟି କେଉଁଠୁ କେଉଁଠିକୁ ଯାଉଥିଲା, ନିଆଁ ଲାଗିବା ସମୟରେ ବସ୍‌ରେ […]

bus

bus

Niharika Rout
  • Published: Wednesday, 25 December 2019
  • Updated: 25 December 2019, 02:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଭୁବନେଶ୍ୱର ସହିଦନଗରରେ ଆଜି ଏକ ବସ୍‌ରେ ନିଆଁ ଲାଗି ବସ୍‌ଟି  ହୁତୁହୁତ ହୋଇ ଜଳିଯାଇଛି। ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ତେବେ ସହିଦନଗର ପରି ଜନଗହଳିପୂର୍ଣ୍ଣ ସ୍ଥାନରେ ଏପରି ଅଗ୍ନିକାଣ୍ଡ କିପରି ଘଟିଲା ଓ ଏହାର କ୍ଷୟକ୍ଷତି ସମ୍ପର୍କରେ କିଛି ସୂଚନା ମିଳିନି। ଉକ୍ତ ବସ୍‌ଟି କେଉଁଠୁ କେଉଁଠିକୁ ଯାଉଥିଲା, ନିଆଁ ଲାଗିବା ସମୟରେ ବସ୍‌ରେ କେତେ ଯାତ୍ରୀ ଥିଲେ ସେ ସମ୍ପର୍କରେ କିଛି ସୂଚନା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story