କାରକୁ ଧକ୍କା ଦେଇ ପଳାଉଥିବା ବସକୁ ଗୋଡ଼େଇ ଧରିଲା ପୁଲିସ  

ଭଦ୍ରକ(ପାର୍ଥ ସାରଥୀ ନାୟକ): କାରକୁ ଧକ୍କା ଦେଇ ପଳାଉ ଥିଲା ବସ୍‌। ହେଲେ ସେଇ କାରକୁ ଗୋଡ଼ାଇ ଗୋଡ଼ାଇ ଧରିଛି ପୁଲିସ। ଭକ୍ରକ ରାଜପଥରୁ ଏଭଳି ଅଭିଯୋଗ ଆସିଛି। ତେବେ କାରରେ ଥିବା ଯାତ୍ରୀ ସୁରକ୍ଷିତ ଅଛନ୍ତି। ପୁଲିସ ପସ୍‌ଟିକୁ ଟକ ରଖି ତଦନ୍ତ ଚଳାଇଛି। ୧୬ ନମ୍ବର ଜାତୀୟ ରାଜପଥରେ ଏକ କାରକୁ ଧକ୍କା ଦେଇ ପଳାଉଥିଲା ବସ । ପରେ ପୁଲିସବସକୁ ରାସ୍ତାରେ ଅଟକାଇଥିଲେ।  ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା […]

nbv12

nbv12

Tapas Behera
  • Published: Sunday, 04 April 2021
  • Updated: 04 April 2021, 05:59 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): କାରକୁ ଧକ୍କା ଦେଇ ପଳାଉ ଥିଲା ବସ୍‌। ହେଲେ ସେଇ କାରକୁ ଗୋଡ଼ାଇ ଗୋଡ଼ାଇ ଧରିଛି ପୁଲିସ। ଭକ୍ରକ ରାଜପଥରୁ ଏଭଳି ଅଭିଯୋଗ ଆସିଛି। ତେବେ କାରରେ ଥିବା ଯାତ୍ରୀ ସୁରକ୍ଷିତ ଅଛନ୍ତି। ପୁଲିସ ପସ୍‌ଟିକୁ ଟକ ରଖି ତଦନ୍ତ ଚଳାଇଛି।

୧୬ ନମ୍ବର ଜାତୀୟ ରାଜପଥରେ ଏକ କାରକୁ ଧକ୍କା ଦେଇ ପଳାଉଥିଲା ବସ । ପରେ ପୁଲିସବସକୁ ରାସ୍ତାରେ ଅଟକାଇଥିଲେ।  ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟରେ ଭୁବନେଶ୍ୱର ଯାଉଥିବା ଏକ ଯାତ୍ରୀବାହୀ ବସ ଏକ କାରକୁ ଧକ୍କା ଦେଇଥିଲା।

କାରରେ ଦୁଇ ଜଣ ଯାତ୍ରୀ ଥିବା ବେଳେ ସେମାନେ ବାରିପଦା ଅଞ୍ଚଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ତେବେ କାରକୁ ଧକ୍କା ଦେବା ପରେ ବସଟି ଦ୍ରୁତ ଗତିରେ ପଳାଇଯାଇଥିଲା । ପରେ ପୁଲିସ ଗୋଡ଼ାଇ ଗୋଡ଼ାଇ ବସ୍‌ଟିକୁ ଅଟକାଇ ଥିଲା। ତେବେ କାର ଯାତ୍ରୀ ଦୁଇଜଣ ସୁରକ୍ଷିତ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story