ଆସନ୍ତା ୧୨ରେ ବସ୍‌ ଧର୍ମଘଟ ହେବ କି ନାହିଁ, ଆଜି ନିଷ୍ପତ୍ତି ନେବ ସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ରଥଯାତ୍ରା ସମୟରେ ପୁରୀରେ ଏକ ବସ୍ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ  ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କୁ  ଗିରଫ କରାଯାଇଥିବା ବେଳେ ସମ୍ପୃକ୍ତ ବସ୍‌ ପରମିଟ୍ ବାତିଲ କରିଛନ୍ତି ରାଜ୍ୟ ସରକାର । ଏହାକୁ ତୀବ୍ର ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ  ଆସନ୍ତା ୧୨ ତାରିଖରେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଡାକରା ଦିଆଯାଇଥିଲା। ଗତକାଲି ଏ ସଂକ୍ରାନ୍ତରେ ସଂଘ ସହ  ଆଲୋଚନା କରିଛନ୍ତି ପରିବହନ ମନ୍ତ୍ରୀ […]

bus-1..

bus-1..

Niharika Rout
  • Published: Friday, 09 August 2019
  • Updated: 09 August 2019, 10:06 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ରଥଯାତ୍ରା ସମୟରେ ପୁରୀରେ ଏକ ବସ୍ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ  ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କୁ  ଗିରଫ କରାଯାଇଥିବା ବେଳେ ସମ୍ପୃକ୍ତ ବସ୍‌ ପରମିଟ୍ ବାତିଲ କରିଛନ୍ତି ରାଜ୍ୟ ସରକାର । ଏହାକୁ ତୀବ୍ର ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ  ଆସନ୍ତା ୧୨ ତାରିଖରେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଡାକରା ଦିଆଯାଇଥିଲା।

ଗତକାଲି ଏ ସଂକ୍ରାନ୍ତରେ ସଂଘ ସହ  ଆଲୋଚନା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଆଲୋଚନା ବେଳେ ଘଟଣାର ସମାଧାନ ପାଇଁ ମନ୍ତ୍ରୀ ୧୫ ଦିନ ସମୟ ନେଇଛନ୍ତି। ତେଣୁ  ଆସନ୍ତା ୧୨ ତାରିଖରେ ବସ୍ ଧର୍ମଘଟ କରାଯିବ କି ନାହିଁ କ’ଣ ରହିବ ସଂଘର ଆଗାମୀ ପଦକ୍ଷେପ ସେ ସମ୍ପର୍କରେ ଆଜି ଅନୁଷ୍ଠିତ ହେବାକୁ ଥିବା ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ବସ୍ ମାଲିକ ସଂଘରୁ କୁହାଯାଇଛି ।

ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ବସ୍ କିମ୍ବା ବସ୍ ମାଲିକଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି କହିଥିଲା ବସ୍‌ ମାଲିକ ସଂଘ। ଏହାସହ ବସ୍ ପରମିଟ ବାତିଲ ନିଷ୍ପତ୍ତିକୁ ବିରୋଧ କରିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ସରକାରଙ୍କ ପାଖରେ ମଧ୍ୟ ଦାବି ରଖିଛି ସଂଘ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story