କାଲିଠୁ ରାଜ୍ୟରେ ଗଡ଼ିବ ବସ୍‌, ଟ୍ୟାକ୍ସି, ଅଟୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆସନ୍ତାକାଲିଠାରୁ ଗଡ଼ିବ ବସ୍। ଏଥିସହ ଟ୍ୟାକ୍ସି, ଅଟୋ ଆଦି ମଧ୍ୟ ଯାତାୟତ କରିପାରିବ। ଆନ୍ତ ଜିଲ୍ଲା ତଥା ସହର ମଧ୍ୟରେ ସିଟି ବସ୍‌ ଚଳାଚଳ କରିପାରିବ। ଯାତ୍ରୀଙ୍କ ସୁବିଧା ନିମନ୍ତେ ଏହି ସବୁ ପଦକ୍ଷେପ ନିଆଯାଇଥିବା ବେଳେ ଏଥିନିମନ୍ତେ କିନ୍ତୁ ଗୋଟିଏ କଟକଣା ଲାଗୁ କରାଯାଇଛି। ୪ ଚକିଆ  ଓ ୩ ଚକିଆ ଯାନରେ ଡ୍ରାଇଭର ଛଡ଼ା ଆଉ ୨ ଯାତ୍ରୀ ଯାତ୍ରା କରି ପାରିବେ।  ବସ୍‌ରେ ଯେତିକି ସଂଖ୍ୟକ ସିଟ୍ ଥିବ […]

bus-2

bus-2

Niharika Rout
  • Published: Sunday, 24 May 2020
  • Updated: 24 May 2020, 01:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆସନ୍ତାକାଲିଠାରୁ ଗଡ଼ିବ ବସ୍। ଏଥିସହ ଟ୍ୟାକ୍ସି, ଅଟୋ ଆଦି ମଧ୍ୟ ଯାତାୟତ କରିପାରିବ। ଆନ୍ତ ଜିଲ୍ଲା ତଥା ସହର ମଧ୍ୟରେ ସିଟି ବସ୍‌ ଚଳାଚଳ କରିପାରିବ।

ଯାତ୍ରୀଙ୍କ ସୁବିଧା ନିମନ୍ତେ ଏହି ସବୁ ପଦକ୍ଷେପ ନିଆଯାଇଥିବା ବେଳେ ଏଥିନିମନ୍ତେ କିନ୍ତୁ ଗୋଟିଏ କଟକଣା ଲାଗୁ କରାଯାଇଛି। ୪ ଚକିଆ  ଓ ୩ ଚକିଆ ଯାନରେ ଡ୍ରାଇଭର ଛଡ଼ା ଆଉ ୨ ଯାତ୍ରୀ ଯାତ୍ରା କରି ପାରିବେ।  ବସ୍‌ରେ ଯେତିକି ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ହିଁ ଯାତ୍ରା କରିବେ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ବସ୍‌ରେ ପୂର୍ବରୁ ୫୦ ପ୍ରତିଶତ ଯାତ୍ରୀ ଯିବା ନିମନ୍ତେ ନିୟମ ହୋଇଥିବା ବେଳେ ଏବେ ଯେତିକି ସିଟ୍‌ ସେତିକି ଯାତ୍ରୀ ବୋଲି କହିଛନ୍ତି ଏସ୍‌ଆରସି। ଏଥିନିମନ୍ତେ ଯାତ୍ରୀମାନଙ୍କୁ ଭଡ଼ାର ଦୁଇ ଗୁଣ ଦେବାକୁ ପଡ଼ିବ ବୋଲି ପରିବହନ ମନ୍ତ୍ରୀ ପୂର୍ବରୁ କହି ସାରିଛନ୍ତି। କିନ୍ତୁ ଏବେ ଏସ୍‌ଆରସିଙ୍କ ନୂଆ ଘୋଷଣା ପରେ କିପରି ସାମାଜିକ ଦୂରତା ନିୟମ ପାଳନ  ହେବ ଏବଂ ବସ୍‌ ଭଡ଼ା କିପରି ଧାର୍ଯ୍ୟ କରାଯିବ ତାକୁ ନେଇ ଆରମ୍ଭ ହୋଇଛି ଦ୍ୱନ୍ଦ୍ୱ।

ଏହାବ୍ୟତୀତ ଏସ୍‌ଆରସି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନଚେତ୍ ଦଣ୍ଡିତ ହେବେ। ଯଦି କୌଣସି ଯାତ୍ରୀଙ୍କ କରୋନା ଲକ୍ଷଣ ଥିବ, ତା’ହେଲେ ବସ୍‌ରେ ଯାତ୍ରା କରିପାରିବେ ନାହିଁ। ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି।

ଓଲା, ଉବେର ପରି ଟ୍ୟାକ୍ସିକୁ ୨୪ ଘଣ୍ଟା ଚଳାଚଳ ନିମନ୍ତେ ଅନୁମତି ମିଳିଛି। ଫଳରେ ବିମାନ ବନ୍ଦର, ରେଳ ଷ୍ଟେଶନ, ବସ୍‌ ଷ୍ଟାଣ୍ଡକୁ  ଯାଉଥିବା ଯାତ୍ରୀ କୌଣସି ଅସୁବିଧାର ସମ୍ମୁଖୀନ ହେବା ନାହିଁ। କିନ୍ତୁ ଯାତ୍ରା ସମୟରେ ଯାତ୍ରୀମାନେ ସବୁବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏଥିରେ ଖିଲାପ ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଯେଉଁ ବ୍ୟକ୍ତିଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବ, ସେମାନଙ୍କୁ ଗାଡ଼ିରେ ଯିବାକୁ ଅନୁମତି ମିଳିବ ନାହିଁ। ତୁରନ୍ତ ୧୦୪କୁ ଫୋନ କଲେ ସେମାନଙ୍କୁ ଆବଶ୍ୟକ ଅନୁଯାୟୀ ପରାମର୍ଶ, ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ଏସ୍‌ଆରସି।

SRCଙ୍କ ସୂଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବସ୍ ଗଡ଼ିବା ନେଇ ସଂଘ ପକ୍ଷରୁ ବୈଠକ ବସିବ।  ବୈଠକ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ।

https://youtu.be/Ffr8jwQzHKA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story