‘ସୁଧୁରୁଛି ସ୍ଥିତି, ଜୁନ୍ ୧ ସୁଦ୍ଧା ସ୍ୱାଭାବିକ ହେବ ବସ୍‌ ଚଳାଚଳ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦୀର୍ଘ ୨ ମାସ ପରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍‌ ଚଳାଚଳ ଆରମ୍ଭ ହୋଇଛି। ହେଲେ ସ୍ଥିତି ସ୍ୱାଭାବିକ ହୋଇପାରି ନାହଁ।  ଧିରେ ଧିରେ ସ୍ଥିତିରେ ସୁଧାର ଆସିବ। । ଜୁନ୍ ୧ ସୁଦ୍ଧା ପରିସ୍ଥିତି ସ୍ୱାଭାବିକ ହେବା ନେଇ ଆଶାବାଦୀ ଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଲକଡାଉନ୍‌ ଯୋଗୁ ଦୀର୍ଘ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ବସ୍‌ଗୁଡିକରେ ଉପଯୁକ୍ତ କର୍ମଚାରୀ ନାହାନ୍ତି । ସେଥିପାଇଁ ସ୍ଥିତି […]

padmanav-1--1

padmanav-1--1

Niharika Rout
  • Published: Thursday, 28 May 2020
  • Updated: 28 May 2020, 01:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦୀର୍ଘ ୨ ମାସ ପରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍‌ ଚଳାଚଳ ଆରମ୍ଭ ହୋଇଛି। ହେଲେ ସ୍ଥିତି ସ୍ୱାଭାବିକ ହୋଇପାରି ନାହଁ।  ଧିରେ ଧିରେ ସ୍ଥିତିରେ ସୁଧାର ଆସିବ। । ଜୁନ୍ ୧ ସୁଦ୍ଧା ପରିସ୍ଥିତି ସ୍ୱାଭାବିକ ହେବା ନେଇ ଆଶାବାଦୀ ଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଲକଡାଉନ୍‌ ଯୋଗୁ ଦୀର୍ଘ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ବସ୍‌ଗୁଡିକରେ ଉପଯୁକ୍ତ କର୍ମଚାରୀ ନାହାନ୍ତି । ସେଥିପାଇଁ ସ୍ଥିତି ସ୍ୱାଭାବିକ ହୋଇ ପାରୁନାହିଁ।  ଗାଡିଗୁଡିକ ଅଢେଇ ମାସ ଧରି ବନ୍ଦ ରହିବା ଯୋଗୁ ଯନ୍ତ୍ରାଂଶରେ ମଧ୍ୟ ସମସ୍ୟା ରହିଛି । ତେଣୁ ଧୀରେ ଧୀରେ ପରିସ୍ଥିତି ସ୍ୱାଭାବିକ ହେବ । ଯାତ୍ରା ସମୟରେ ମାକ୍ସ ପିନ୍ଧିବା ଓ  ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି ମନ୍ତ୍ରୀ । ଯାତ୍ରୀଙ୍କ ଶରୀର ତାପମାତ୍ରା ମାପିବା ପାଇଁ ସରକାର ଥର୍ମାଲ ସ୍କାନର ଯୋଗାଇଦେବାକୁ କହିଛି ସଂଘ। ତେବେ ବସ୍ ଭଡ଼ା ପୂର୍ବରୁ ଯାହା ଥିଲା ତାହା ଅପରିବର୍ତ୍ତିତ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।

ଟ୍ରେନ୍‌ ତଥା ବିମାନ ଚଳାଚଳ ଆରମ୍ଭ ହୋଇଯାଇଥିବା ବେଳେ ଏଥିରେ ଯାତ୍ରା ନିମନ୍ତେ କିନ୍ତୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ସେହିପରି ବସ୍‌ରେ ଆସୁଥିବା ଯାତ୍ରୀଙ୍କ ପାଇଁ ସେପରି କୌଣସି ବ୍ୟବସ୍ଥା ହୋଇନାହିଁ। ଲୋକଙ୍କ ଭିଡ଼ ଦେଖି ଆବଶ୍ୟକ ହେଲେ ଆଗକୁ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅପରପକ୍ଷେ ଯାତ୍ରା ସମୟରେ ଗହଳିକୁ ଏଡ଼ାଇବା ପାଇଁ ଆବଶ୍ୟକତା ଥିଲେ ହିଁ ବସ୍‌ରେ ଯିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story