ବସନ୍ତଙ୍କୁ ଗୁଳି କରି ହତ୍ୟା

ବରଗଡ଼(ଦୀପକ ଶର୍ମା): ବରଗଡ଼ ସହରର ଉପକଣ୍ଠରେ ଥିବା ଜମୁର୍ଡା ଗାଁରେ ଜଣେ ବ୍ୟକ୍ତିଙ୍କୁ  ଗୁଳି ମାରି ହତ୍ୟା କରାଯାଇଛି। ତାଙ୍କ ନାଁ ବସନ୍ତ ପ୍ରଧାନ(୫୦)। ବସନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବରଗଡ଼ ପୁଲିସ୍‌ ଜମୁର୍ଡା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ […]

death

death

Jyoshna Pradhan
  • Published: Monday, 10 June 2019
  • Updated: 10 June 2019, 11:54 AM IST

Sports

Latest News

ବରଗଡ଼(ଦୀପକ ଶର୍ମା): ବରଗଡ଼ ସହରର ଉପକଣ୍ଠରେ ଥିବା ଜମୁର୍ଡା ଗାଁରେ ଜଣେ ବ୍ୟକ୍ତିଙ୍କୁ  ଗୁଳି ମାରି ହତ୍ୟା କରାଯାଇଛି। ତାଙ୍କ ନାଁ ବସନ୍ତ ପ୍ରଧାନ(୫୦)।

caring

ବସନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବରଗଡ଼ ପୁଲିସ୍‌ ଜମୁର୍ଡା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି।

ଗତକାଲି ରାତିରେ ବସନ୍ତ  ଛାତ ଉପରେ ଏକୁଟିଆ ଶୋଇଥିଲେ। ଏହି ମସୟରେ ତିନି ଜଣ ଦୁର୍ବୃତ୍ତ ଡକାୟତ କରିବା ଉଦ୍ଦେଶ୍ୟରେ ଆସି  ତାଙ୍କ ଉପରକୁ ଗୁଳିମାଡ଼ କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍ ସନ୍ଦେହ କରୁଛି। ଏଥିସହ ଘଟଣାସ୍ଥଳରୁ ପୁଲିସ୍‌ ଏକ ଜୀବନ୍ତ ଗୁଳି ଜବତ କରିଛି। ମୃତ ବସନ୍ତ ଛତୁଆ ବେପାର କରୁଥିଲେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story