ପାର୍ବଣରେ ଫୁଟିଲା ଗୁଳି, ଯୁବ ବ୍ୟବସାୟୀ ଗୁରୁତର

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜାକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ପୁଲିସ ବ୍ୟାପକ ବନ୍ଦୋବସ୍ତ କରିଛି। ଛକ ଛକରେ ପୁଲିସ ମୁତୟନ ସାଙ୍ଗକୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉଛି। ଏହା ସତ୍ତ୍ୱେ ଆଜି ଦିନ ଦି’ପହରରେ ଫୁଟିଛି ଗୁଳି। ଜଣେ ଯର୍ଦ୍ଦା ବ୍ୟବସାୟୀ ଉପରେ ଗୁଳି ମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ବଜାରରେ ଘଟିଛି। ଆଜି ଅପରାହ୍ନ ୨ଟାରୁ […]

fire-in-balasore

fire-in-balasore

Manoranjan Sial
  • Published: Saturday, 05 October 2019
  • Updated: 05 October 2019, 05:26 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜାକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ପୁଲିସ ବ୍ୟାପକ ବନ୍ଦୋବସ୍ତ କରିଛି। ଛକ ଛକରେ ପୁଲିସ ମୁତୟନ ସାଙ୍ଗକୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉଛି। ଏହା ସତ୍ତ୍ୱେ ଆଜି ଦିନ ଦି’ପହରରେ ଫୁଟିଛି ଗୁଳି। ଜଣେ ଯର୍ଦ୍ଦା ବ୍ୟବସାୟୀ ଉପରେ ଗୁଳି ମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ବଜାରରେ ଘଟିଛି।

ଆଜି ଅପରାହ୍ନ ୨ଟାରୁ ସାଢ଼େ ୨ଟା ହେବ। ଜର୍ଦ୍ଦା ବ୍ୟବସାୟୀ ଭାଗବତ ରାଉତ ନିଜ ଦୋକାନ ବନ୍ଦ କରୁଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସି ମିକ୍ସଚର ମାଗିଥିଲେ। ଭାଗବତ ମିକ୍ସଚର ଆଣିବା ପାଇଁ ଦୋକାନ ଭିତରକୁ ଯାଉଥିଲେ। ଠିକ୍‌ ଏତିକି ବେଳେ ଜଣେ ଦୁର୍ବୃତ୍ତ ବାଇକ୍‌ରୁ ଓହ୍ଲାଇ ତାଙ୍କ ବେକରେ ପଡ଼ିଥିବା ସୁନା ଚେନ୍‌ଟିକୁ ଝାମ୍ପି ନେବା ପାଇଁ ଉଦ୍ୟମ କରୁଥିଲେ। ଭାଗବତ ବିରୋଧ କରିବାରୁ ଦୁର୍ବୃତ୍ତ ଜଣକ ଦୁଇ ରାଉଣ୍ଡ ଗୁଳି ତାଙ୍କ ଉପରକୁ ଚଳାଇ ଫେରାର ହୋଇଯାଇ ଥିଲା। ଗୁଳି ଦୁଇଟି ତାଙ୍କର ଦୁଇ କାନ୍ଧରେ ବାଜିଥିଲା। ଗୁଳି ବାଜିବା ପରେ ସେ ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପଡ଼ୋଶୀ ଦୋକାନୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଖନ୍ତାପଡ଼ା ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରଥମିକ ତଦନ୍ତରୁ ସୁନା ଚେନ୍‌ ଲୁଟ୍‌ ପାଇଁ ଗୁଳି ମାଡ଼ ହୋଇଥିବା ପୁଲିସ ସନ୍ଦେହ କରୁଛି। ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି। ବାଲେଶ୍ୱର ଏସ୍‌ପି ବି. ଯୁଗଳ କିଶୋର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story