ଜୋର ଧରିଲା ‘ଭାରତ ବିରୋଧୀ ପାକିସ୍ତାନୀଙ୍କ ସହ ବଲିଉଡ଼୍‌ ଲିଙ୍କ୍‌’ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନୀ, ପ୍ରବାସୀ ଭାରତୀୟଙ୍କ ସହିତ ବଲିଉଡର କେତେକ ବ୍ୟକ୍ତିଙ୍କର ସଂପର୍କ ରହିଛି। ଏଭଳି ଲୋକମାନେ ସେହି ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବା ଦରକାର। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଗତକାଲି ଏଭଳି ଏକ ଟୁଇଟ୍ କରିଥିବା ବେଳେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏନେଇ ଗତକାଲି ବୈଜୟନ୍ତ ଗତକାଲି ଏକ ଜାତୀୟ ଗଣମାଧ୍ୟମ […]

byijanta-1

byijanta-1

Niharika Rout
  • Published: Thursday, 23 July 2020
  • Updated: 23 July 2020, 01:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନୀ, ପ୍ରବାସୀ ଭାରତୀୟଙ୍କ ସହିତ ବଲିଉଡର କେତେକ ବ୍ୟକ୍ତିଙ୍କର ସଂପର୍କ ରହିଛି। ଏଭଳି ଲୋକମାନେ ସେହି ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବା ଦରକାର। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଗତକାଲି ଏଭଳି ଏକ ଟୁଇଟ୍ କରିଥିବା ବେଳେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏନେଇ ଗତକାଲି ବୈଜୟନ୍ତ ଗତକାଲି ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇଥିବା ବେଳେ ଆଜି ଏକ ସମ୍ବାଦ ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ମଧ୍ୟ ସେ ସମାନ କଥାକୁ ଦୋହରାଇଛନ୍ତି।

ଏହାକୁ ନେଇ ସୋଶାଲ ମିଡିଆ ଟୁଇଟରରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାବାଦ ବିଭିନ୍ନ ଟୁଇଟର ଆକାଉଣ୍ଟଧାରୀ ନିଜସ୍ୱ ମତାମତ ରଖିଛନ୍ତି। ପାକିସ୍ତାନ ସେନା, ଆଇଏସଆଇ ସମେତ ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ଅନେକ ବ୍ୟକ୍ତିଙ୍କ ସହିତ ବଲିଉଡର କେତେକ ବ୍ୟକ୍ତିତ୍ୱଙ୍କର ବ୍ୟବସାୟିକ ଓ ବ୍ୟକ୍ତିଗତ ସଂପର୍କ ରହିଛି। ଟୁଇଟରରେ ବିଭିନ୍ନ ଥ୍ରେଡ ପଢ଼ିବା ପରେ ଏଭଳି ଜାଣି ବୈଜୟନ୍ତ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବା କହିଛନ୍ତି। ଯେଉଁ ବଲିଉଡ ବ୍ୟକ୍ତିତ୍ୱ ଏଭଳି ସଂପର୍କରେ ଅଛନ୍ତି ସେମାନେ ପାକିସ୍ତାନୀଙ୍କ ସହିତ ସମସ୍ତ ପ୍ରକାର ସଂପର୍କ ଛିନ୍ନ କରିବା ଦରକାର ବୋଲି ବୈଜୟନ୍ତ ଟୁଇଟ୍ କରିଥିଲେ।

ବୈଜୟନ୍ତଙ୍କ ଏହି ଟୁଇଟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ଲେଖିଛନ୍ତି ସେମାନଙ୍କ ନାଁ ଉଲ୍ଲେଖ କରିବା ଦରକାର। ଏହାଦ୍ୱାରା ସତ ପଦାକୁ ଆସିବ। ଆଉ କିଛି ଏହି ମାମଲାର ଏନଆଇଏ ତଦନ୍ତ ହେବା ଦରକାର ବୋଲି ମତ ଦେଇଛନ୍ତି। ନେତା, ବଲିଉଡ ଓ ଅଣ୍ଡର ଓ୍ୱାର୍ଲଡର ସମ୍ପର୍କ ରୁଟି ଏବଂ ଅଣ୍ଡା ଭଳି। ଉଭୟ ଉଭୟଙ୍କ ଠାରୁ ଲାଭବାନ ହେଉଛନ୍ତି ବୋଲି କର୍ଣ୍ଣାଟକର ଜଣେ ସାମ୍ୱାଦିକ ମଧ୍ୟ ଟୁଇଟ୍ କରି କହିଛନ୍ତି। ବୈଜୟନ୍ତଙ୍କର ଏହି ଟୁଇଟ୍‌ ପରେ ଗତକାଲି ଜାତୀୟ ସ୍ତରୀୟ ଟିଭି ଚ୍ୟାନେଲରେ ଏହା ଉପରେ ବିତର୍କ ହୋଇଥିଲା। ଆଜି ଜାତୀୟ ସ୍ତରୀୟ ସମ୍ବାଦ ସରବରାହ ସଂସ୍ଥା ଏହା ଉପରେ ବୈଜୟନ୍ତଙ୍କ ମତାମତ ଲୋଡ଼ିବା ପରେ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story