ବଣାଇ(ରଞ୍ଜିତ ଚୌଧୁରୀ): ଶୀତୁଆ ସକାଳରେ କ୍ଷେତରେ ଖେଳୁଛି ସବୁଜ, ହଳଦିଆ ଓ ପିଙ୍କ ରଙ୍ଗର ଫୁଲ କୋବି। ଇଣ୍ଟରନେଟ୍ରୁ କୋବି ଚାଷର ଫର୍ମୁଲା ପାଇ ନିଜ କ୍ଷେତରେ ପ୍ରୟୋଗ କରିଛନ୍ତି ଯୁବ ଚାଷୀ ଉତ୍ତମ ସାହୁ। ଆଉ ବଜାରରେ ଏହି କୋବିର ଚାହିଦା ଭଲ ଥିବାରୁ ଭଲ ରୋଜଗାର ମଧ୍ୟ କରୁଛନ୍ତି। ଏହି ଯୁବ ଚାଷୀ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଉତ୍ତମ ସାହୁ।
ତଳିତ ଗାଁର ଉତ୍ତମ ସାହୁ କୃଷି ବିଭାଗର ଜଣେ କର୍ମଚାରୀ। ଥରେ ମୋବାଇଲ୍ରେ ଖେଳାଉ ଖେଳାଉ ତାଙ୍କ ନଜରରେ ପଡ଼ିଲା ସବୁଜ, ହଳଦୀଆ ଓ ବାଇଗଣୀ ରଙ୍ଗ ଫୁଲ କୋବି ଉପରେ। ଏହା ପରେ ଉତ୍ତମ ଏନେଇ ନିଜ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ତା’ପରେ ତିନି ପ୍ରକାର ମଞ୍ଜି ଆଣି ନିଜ ବାପାଙ୍କୁ ଦେଇଥିଲେ।
ଉତ୍ତମଙ୍କ ବାପା ସେହି ବିହନକୁ ନିଜ କ୍ଷେତରେ ପ୍ରୟୋଗ କରିଥିଲେ। ଆଉ ଏବେ ବାଡ଼ିରେ ଖିଲି ଖିଲି ହୋଇ ହସୁଛି ୩ ପ୍ରକାର ଫୁଲ କୋବି। ଉତ୍ତମଙ୍କ ବାଡ଼ିରେ ବର୍ତ୍ତମାନ ୪ରୁ ୫ ହଜାର କୋବି ଫଳିଛି। ଏହି କୋବିର ଔଷଧୀୟ ଗୁଣ ଥିବାରୁ ବଜାରରେ ଚାହିଦା ମଧ୍ୟ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଡ଼ୁଆରେ ମୋହନ ସରକାର, ଆଗରେ ୯ଟି ପ୍ରଶ୍ନ
ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।