ବଦଳିଗଲା ‘ଐତିହାସିକ’ କ୍ୟାବିନେଟ ନିଷ୍ପତ୍ତି!

ଭୁବନେଶ୍ବର( ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ବଦଳିଯାଉଛି କ୍ୟାବିନେଟର ତଥାକଥିତ `ଐତିହାସିକ ନିଷ୍ପତ୍ତି`? ୮ ବର୍ଷ ତଳେ ବିନା ତର୍ଜମାରେ ନିଆଯାଇଥିଲା କି `କ୍ୟାବିନେଟ ନିଷ୍ପତ୍ତି’? ତାରା ଦତ୍ତ କମିଟି ରିପୋର୍ଟକୁ ପ୍ରାୟ ସମ୍ପୂର୍ଣ୍ଣ ଗ୍ରହଣ କରିଥିଲା କ୍ୟାବିନେଟ। ଉଚ୍ଛେଦ କରିଦିଆଯାଇଥିଲା ୨୦ ବର୍ଷର ସମସ୍ତ ଇଚ୍ଛାଧୀନ ପ୍ଲଟ ଓ ଫ୍ଲାଟ୍ ଆବଣ୍ଟନ। ସେତେବେଳେ ୧୭୯୧ଟି ଇଚ୍ଛାଧୀନ ଆବଣ୍ଟନ ବାତିଲ ନିଷ୍ପତ୍ତିକୁ `ଐତିହାସିକ’ ବୋଲି କହିଥିଲେ ମନ୍ତ୍ରୀ। ଏବେ କେବଳ ଏକାଧିକ ପ୍ଲଟ/ଫ୍ଲାଟ ନେଇଥିବା ଲୋକଙ୍କୁ ଏଥିରୁ ଛାଡ଼ିଦିଆଗଲା। ୧୭୯୧ରୁ […]

cab

cab

Ordigital Desk
  • Published: Saturday, 19 November 2022
  • Updated: 19 November 2022, 10:45 PM IST

Sports

Latest News

ଭୁବନେଶ୍ବର( ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ବଦଳିଯାଉଛି କ୍ୟାବିନେଟର ତଥାକଥିତ `ଐତିହାସିକ ନିଷ୍ପତ୍ତି`? ୮ ବର୍ଷ ତଳେ ବିନା ତର୍ଜମାରେ ନିଆଯାଇଥିଲା କି `କ୍ୟାବିନେଟ ନିଷ୍ପତ୍ତି’? ତାରା ଦତ୍ତ କମିଟି ରିପୋର୍ଟକୁ ପ୍ରାୟ ସମ୍ପୂର୍ଣ୍ଣ ଗ୍ରହଣ କରିଥିଲା କ୍ୟାବିନେଟ। ଉଚ୍ଛେଦ କରିଦିଆଯାଇଥିଲା ୨୦ ବର୍ଷର ସମସ୍ତ ଇଚ୍ଛାଧୀନ ପ୍ଲଟ ଓ ଫ୍ଲାଟ୍ ଆବଣ୍ଟନ। ସେତେବେଳେ ୧୭୯୧ଟି ଇଚ୍ଛାଧୀନ ଆବଣ୍ଟନ ବାତିଲ ନିଷ୍ପତ୍ତିକୁ `ଐତିହାସିକ’ ବୋଲି କହିଥିଲେ ମନ୍ତ୍ରୀ। ଏବେ କେବଳ ଏକାଧିକ ପ୍ଲଟ/ଫ୍ଲାଟ ନେଇଥିବା ଲୋକଙ୍କୁ ଏଥିରୁ ଛାଡ଼ିଦିଆଗଲା। ୧୭୯୧ରୁ ଏକାଧିକ ପ୍ଲଟ ଓ ଫ୍ଳାଟ ନେଇଥିଲେ ମାତ୍ର ୫୪ ଜଣ। ୬୦୦୧ ଆବଣ୍ଟନ ଭିତରେ ରହିଥିଲା ୧୭୯୧ ଇଚ୍ଛାଧୀନ ଆବଣ୍ଟନ।

୨୦୧୪ରେ ନିଆଯାଇଥିଲା ତଥାକଥିତ ଐତିହାସିକ କ୍ୟାବିନେଟ ନିଷ୍ପତ୍ତି। ପ୍ରେସକୁ ତତ୍କାଳୀନ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ବୋଧନ କରି କହିଥିଲେ, ତାରା ଦତ୍ତ କମିଟିର ସୁପାରିଶକୁ ପ୍ରାୟ ସଂପୂର୍ଣ୍ଣ ଗ୍ରହଣ କଲା କ୍ୟାବିନେଟ। ୧୯୯୫ ପରେ ଇଚ୍ଛାଧୀନ କୋଟାରେ ଭୁବନେଶ୍ବର ଓ କଟକର ବିଡିଏ, ସିଡିଏ ଓ ହାଉସିଂ ବୋର୍ଡର ଆବଣ୍ଟିତ ସମସ୍ତ ୧୭୯୧ ଇଚ୍ଛାଧୀନ ପ୍ଲଟ ଓ ଫ୍ଲାଟ ଆବଂଟନକୁ ରଦ୍ଦ କରିଦିଆଗଲା। ୨୦ ବର୍ଷରେ ବିଡିଏ, ସିଡିଏ ଓ ହାଉସିଂ ବୋର୍ଡରୁ ଲଟେରୀ ଓ ଇଚ୍ଛାଧୀନ କୋଟାରେ ମୋଟ ୬୦୦୧ଟି ପ୍ଲଟ ଓ ଫ୍ଳାଟ ବଣ୍ଟାଯାଇଥିବା ବେଳେ ଏଥିରୁ ୩୦୨ଜଣ ଗୋଟିଏରୁ ଅଧିକ ପ୍ଲଟ ବା ଫ୍ଲାଟ ପାଇଥିଲେ। ଇଚ୍ଛାଧୀନ କୋଟା ବା ଡିସକ୍ରିସନାରୀ କୋଟା-‘ଡିକ୍ୟୁ’ରେ ୧୭୯୧ରୁ ୫୪ ଜଣ ଏକାଧିକ ପ୍ଲଟ ବା ଫ୍ଲାଟ ପାଇଥିବା ଜଣାପଡ଼ିଥିଲା। ଅନୁଧ୍ୟାନ କଲେ ଏହି ତାଲିକା ଲମ୍ବିବ ବୋଲି ତାରା ଦତ୍ତ କମିଟି କହିଥିଲେ। ସୁପାରିଶ ଆଧାରରେ ଦୋଷୀ ଅଧିକାରୀ, କାଗଜପତ୍ର ଜାଲିଆତି କରିଥିବା ଲୋକଙ୍କ ବିରୋଧରେ ଭିଜିଲାନସ ତଦନ୍ତ ପାଇଁ ନିଷ୍ପତ୍ତି ନେଇଥିଲା କ୍ୟାବିନେଟ।

ବିଭିନ୍ନ ସମୟରେ ବିଡିଏ, ସିଡିଏ ଓ ହାଉସିଂବୋର୍ଡର ପଦାଧିକାରୀମାନେ ଲଟେରୀ ବାହାରେ ଇଚ୍ଛାଧୀନ କୋଟାରୁ ଏକାଧିକ ପ୍ଲଟ ଓ ଫ୍ଲାଟ ବାଂଟିବା ନିୟମ କରିଦେଇଥିଲେ ଓ ପ୍ରଭାବଶାଳୀ ଲୋକଙ୍କ ସହ ସାଧାରଣ ଲୋକେ ମଧ୍ୟ ପ୍ଲଟ ଓ ଫ୍ଲାଟ ନେଇଯାଇଥିଲେ। ଏମିତିକି ଏଥିରୁ ୩୭୭୫ଟି ପ୍ଲଟ ଓ ଫ୍ଲାଟ ତୃତୀୟ ପକ୍ଷକୁ ହସ୍ତାନ୍ତରିତ ବା ବିକ୍ରି ହୋଇଥିବା ତାରା ଦତ୍ତ କମିଟି ଦର୍ଶାଇଥିଲେ। ଏହାସତ୍ତ୍ବେ ଇଚ୍ଛାଧୀନ କୋଟାରେ ଆବଣ୍ଟିତ ସମସ୍ତ ଆବଣ୍ଟନ ବାତିଲ କରିବା ନିଷ୍ପତ୍ତି କାର୍ଯ୍ୟ କରିହେବ କି ନାହିଁ, ସେ ସଂପର୍କରେ କ୍ୟାବିନେଟ ଚିନ୍ତା ନ କରି ଇଚ୍ଛାଧୀନ କୋଟାରେ ଆବଣ୍ଟିତ ସମସ୍ତ ପ୍ଲଟ ଓ ଫ୍ଳାଟ ବାତିଲ କରିବା ପରେ ଅନେକ ସାଧାରଣ ଲୋକ ଜମିକୁ ନିଜ ନାଁରେ କରିପାରିନଥିଲେ କିମ୍ବା ସେହି ଟଙ୍କାକୁ ଅନ୍ୟ କାମରେ ଲଗାଇ ପାରିନଥିଲେ। ବିଡିଏ/ସିଡିଏ/ହାଉସିଂବୋର୍ଡର କିଛି ନେତା ଓ ଅଫିସରଙ୍କ ଭୁଲ ପାଇଁ ଦଣ୍ଡ ଭୋଗିଥିଲେ ନିୟମ ଭିତରେ ପ୍ଲଟ ଓ ଫ୍ଲାଟ ନେଇଥିବା ଅନେକ ଲୋକ।

ଅକ୍ଟୋବର ମାସରେ ହାଇକୋର୍ଟ ଏଭଳି ଗୋଟିଏ କେସରେ ଧାର୍ଯ୍ୟ ରେଜିଷ୍ଟ୍ରି ଫି ଦେଇ ଆବେଦନକାରୀ ନିଜ ନାଁରେ ଜମି ନେଇପାରିବେ ବୋଲି ଆଦେଶ ଦେବା ପରେ ସରକାରଙ୍କ ଚେତା ପଶିଥିଲା। ଅନେକ ଅଭିଯୋଗ ଆସିବା ପରେ ସରକାର ବାଧ୍ୟ ହୋଇ ନଭେମ୍ବର ୧୮ ତାରିଖ କ୍ୟାବିନେଟ ନିଷ୍ପତ୍ତିରେ ଅର୍ଥାତ୍ ପ୍ରାୟ ୮ ବର୍ଷ ପରେ ଇଚ୍ଛାଧୀନ କୋଟାରେ କେବଳ ଗୋଟିଏ ପ୍ଲଟ ଓ ଫ୍ଳାଟ ପାଇଥିବା ଲୋକଙ୍କୁ ଏହି ବାତିଲ ନିଷ୍ପତ୍ତିରୁ ବାଦ ଦେଇଛନ୍ତି। ଇଚ୍ଛାଧୀନ କୋଟାରେ ଠିକ କାଗଜପତ୍ର ସହ ଗୋଟିଏ ପ୍ଲଟ ବା ଫ୍ଲାଟ ପାଇଥିବା ଲୋକଙ୍କ ଆବଣ୍ଟନ ବାତିଲ ହେବ ନାହିଁ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଛି। ତେବେ ଏବେ ବି ଦୋଷୀ ନେତା ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଧାପନ୍ତରିଆ ହୋଇ ପଡ଼ିରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story