ଗ୍ରୀଡକୋକୁ ପୁଣି ୨୬୦୦କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରୀଡକୋକୁ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୨୬୦୦କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଯୋଗାଇ ଦେବେ। ଏହି ଗ୍ୟାରେଣ୍ଟି ମାଧ୍ୟମରେ ଗ୍ରୀଡକୋ ତା’ର ନିଅଣ୍ଟିଆ ରାଜସ୍ୱ ଭରଣା କରିବା ନିମନ୍ତେ ୨ପ୍ରତିଶତ ସୁଧ ରିହାତିରେ ଆର୍ଥିକ ଋଣ ନେବାକୁ ସମର୍ଥ ହେବ। ରାଜ୍ୟ କ୍ୟାବିନେଟ ଆଜି ଗ୍ରୀଡକୋକୁ ୨୬୦୦କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, […]

gridco

gridco

Manoranjan Sial
  • Published: Thursday, 12 November 2020
  • Updated: 12 November 2020, 08:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରୀଡକୋକୁ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୨୬୦୦କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଯୋଗାଇ ଦେବେ। ଏହି ଗ୍ୟାରେଣ୍ଟି ମାଧ୍ୟମରେ ଗ୍ରୀଡକୋ ତା’ର ନିଅଣ୍ଟିଆ ରାଜସ୍ୱ ଭରଣା କରିବା ନିମନ୍ତେ ୨ପ୍ରତିଶତ ସୁଧ ରିହାତିରେ ଆର୍ଥିକ ଋଣ ନେବାକୁ ସମର୍ଥ ହେବ। ରାଜ୍ୟ କ୍ୟାବିନେଟ ଆଜି ଗ୍ରୀଡକୋକୁ ୨୬୦୦କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଗ୍ରୀଡକୋ ୪ଟି ବିଦ୍ୟୁତ ବିତରଣ ସଂସ୍ଥାକୁ ଓଇଆରସିଙ୍କ ଦ୍ୱାରା ସ୍ଥିରୀକୃତ ଦରରେ ବିଦ୍ୟୁତ ଯୋଗାଇ ଆସୁଛି । ଗତ କିଛିବର୍ଷ ମଧ୍ୟରେ ବିଦ୍ୟୁତ ଉତ୍ପାଦନକାରୀମାନେ ବିଦ୍ୟୁତ ଦର ବୃଦ୍ଧି କରିଛନ୍ତି ମାତ୍ର ସେହି ଅନୁପାତରେ ବିଏସପି(ବର୍ଦ୍ଧିଷ୍ଣୁ ସ୍ଥିରୀକୃତ ଦର) ବୃଦ୍ଧି ପାଇ ନାହିଁ। ୨୦୨୦-୨୧ରେ ଓଇଆରସିଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଙ୍କଠୁ ସଂଗୃହତୀ ରାଜସ୍ୱ, ଗ୍ରୀଡକୋର ବିଦ୍ୟୁତ କ୍ରୟ ଖର୍ଚ୍ଚ ସ ଋଣବାବଦକୁ ଯଥେଷ୍ଟ ହେଉନାହିଁ ।

ଗ୍ରୀଡକୋ ଧାର୍ଯ୍ୟ ସମୟ ମଧ୍ୟରେ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକୁ ବିଦ୍ୟୁତ ଦେୟ ପୈଠ ନକଲେ ବିଦ୍ୟୁତ ଯୋଗାଣ ପ୍ରଭାବିତ ହେବ। ଯାହାକି ରାଜ୍ୟର ବିଦ୍ୟୁତ ସରବରାହକୁ ବାଧାପ୍ରାପ୍ତ କରିବ। ତେଣୁ ଉପରୋକ୍ତ ପରିସ୍ଥିତିରୁ ମୁକୁଳି ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବା ନିମନ୍ତେ ଗ୍ରୀଡକୋକୁ ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଗ୍ୟାରେଣ୍ଟି ବିନା ଋଣ ଉଠାଇବା ଗ୍ରୀଡକୋ ପକ୍ଷେ କଷ୍ଟକର। ଗ୍ରୀଡକୋ ଏହି ଋଣକୁ ନିୟମିତ ଭାବେ ପରିଶୋଧ କରୁଛି। ବ୍ୟାଙ୍କ ଗ୍ୟାରେଣ୍ଟି ଦ୍ୱାରା ଗ୍ରୀଡକୋର ଫାଇନାନ୍ସିଂ କଷ୍ଟ ହ୍ରାସ ପାଇବ ଓ ପ୍ରତିବଦଳରେ ଶିଳ୍ପ,ଖୁଚୁରା ଓ ସାଧାରଣ ଗ୍ରାହକମାନଙ୍କ ପାଇଁ ଟାରିଫ କମ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସୂଚନାଯୋଗ୍ୟ, ଗ୍ରୀଡକୋକୁ ରାଜ୍ୟ ସରକାର ୨୦୧୬-୧୭ରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୩ହଜାର କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରଦାନ କରିଥିଲେ। ଗ୍ରୀଡକୋ ଏବେ ବାର୍ଷିକ ୫୮୩.୬୮କୋଟି ଟଙ୍କା ସୁଧ ପରିଶୋଧ କରୁଥିବାବେଳେ ଏଥିରେ ୪୭୭ କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କିଂ,ଆର୍ଥିକ ସଂସ୍ଥାର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story