ସରିଲା ପ୍ରଚାର, ୩ରେ ମତଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ସରିଲା ଘମାଘୋଟ ପ୍ରଚାର। ଏବେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣର ପାଳି। କାରଣ ଦିନକ ପରେ ଉଭୟ ଆସନ ପାଇଁ ଅନୁଷ୍ଠିତ ହେବ ଭୋଟଗ୍ରହଣ। ଏଥିପାଇଁ ଚାଲିଛି ପ୍ରଶାସନିକ ପ୍ରସ୍ତୁତି। ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ୩୪୬ଟି ବୁଥ୍‌ କରାଯାଇଛି। ସେଥିରୁ ସଦର ବ୍ଲକ ଓ ମ୍ୟୁନିସପାଲଟି ଅଞ୍ଚଳକୁ ୨ ଭାଗରେ ବିଭକ୍ତ କରାଯାଇଛି। ସେହି ଅନୁଯାୟୀ ଆଜି ପୋଲିଂ ଅଧିକାରୀଙ୍କୁ ଇଭିଏମ୍‌ […]

evm-1

evm-1

Manoranjan Sial
  • Published: Sunday, 01 November 2020
  • Updated: 01 November 2020, 08:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ସରିଲା ଘମାଘୋଟ ପ୍ରଚାର। ଏବେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣର ପାଳି। କାରଣ ଦିନକ ପରେ ଉଭୟ ଆସନ ପାଇଁ ଅନୁଷ୍ଠିତ ହେବ ଭୋଟଗ୍ରହଣ। ଏଥିପାଇଁ ଚାଲିଛି ପ୍ରଶାସନିକ ପ୍ରସ୍ତୁତି।

ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ୩୪୬ଟି ବୁଥ୍‌ କରାଯାଇଛି। ସେଥିରୁ ସଦର ବ୍ଲକ ଓ ମ୍ୟୁନିସପାଲଟି ଅଞ୍ଚଳକୁ ୨ ଭାଗରେ ବିଭକ୍ତ କରାଯାଇଛି। ସେହି ଅନୁଯାୟୀ ଆଜି ପୋଲିଂ ଅଧିକାରୀଙ୍କୁ ଇଭିଏମ୍‌ ହସ୍ତାନ୍ତର କରାଯାଇଛି। ଭୋଟଗ୍ରହଣ ସମୟରେ ପୋଲିଂ ଟିମ ଓ ମତଦାତାଙ୍କ ଥର୍ମାଲ୍‌ ସ୍କ୍ରିନିଂ ସହ ସାନିଟାଇଜ ବାଧ୍ୟତାମୂଳକ ରହିବ। ସେଥିପାଇଁ ପୋଲିଂ ବୁଥ୍‌ରେ ରହିବେ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ। ପୋଲିଂ ଅଧିକାରୀଙ୍କୁ ମାସ୍କ, ଗ୍ଲୋଭ୍‌ସ ସହ ଫେସ୍‌ଲ୍‌ଡ ଦିଆଯାଇଛି। ସକାଳ ୭ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ପାଇଁ ଏଠାରେ ସମୟ ଧାର୍ଯ୍ୟ କରାଯାଇଛି।

ସେପଟେ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତିର୍ତ୍ତୋଲରେ ରହିଛି ମୋଟି ୩୭୩ ବୁଥ୍‌। ତା’ମଧ୍ୟରୁ ୧୫୫ଟିକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି। ୬୨ଟି ବୁଥ୍‌ରେ ସିଏସ୍‌ଏପି ମୂତୟନ କରାଯାଇଛି। ୪୦ଟି କେନ୍ଦ୍ରରେ ମାଇକ୍ରୋ ଅବଜରଭର ରହିବେ। ସେହିପରି ୨୬ଟି ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କରାଯିବ ଓ  ଅନ୍ୟ ବୁଥ୍‌ରେ ସିସିଟିଭି ବ୍ୟବସ୍ଥା କରାଯାଉଥିବା ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି। ଆଜି ଏସ୍‌ଭିଏମ୍‌ କଲେଜ ପରିସରରୁ ସମସ୍ତ ସରଞ୍ଜାମ ଧରି ବୁଥ୍‌ ଗୁଡ଼ିକୁ ବାହାରିଛନ୍ତି ପୋଲିଂ ପାର୍ଟି। ଏଠାରେ କୋଭିଡ ଗାଇଡଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story