କରୋନା ହୋଇଥିଲେ କ୍ୟାନ୍ସର ରୋଗୀ କେମୋ ନେଇ ପାରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ଡାକ୍ତରଙ୍କ ପରାମର୍ଶ। କ୍ୟାନସର ସ୍ପେଶାଲିଷ୍ଟ ଡାକ୍ତର ସୁରେନ୍ଦ୍ର ସେନାପତିଙ୍କ ପରାମର୍ଶ। କ୍ୟାନସର ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ରହିଥାଏ। କ୍ୟାନସର ରୋଗୀଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ହେବା ସମ୍ଭାବନା ବେଶୀ ରହିଛି। କରୋନା ଲକ୍ଷଣହୀନ କ୍ୟାନସର ରୋଗୀ ହୋମ୍ ଆଇସୋଲେସନରେ ରହିପାରିବେ। କେମୋ ନେଲା ବେଳେ କରୋନା ହେଲେ କେମୋ ନିଆଯାଇପାରିବ। ଅତି ଜରୁରୀ ଆବଶ୍ୟକତା ନଥିଲେ କେମୋ ଥେରାପି ଘୁଞ୍ଚାଯାଇପାରିବ। କରୋନା ଭୟରେ […]

corona-kit

corona-kit

Tapas Behera
  • Published: Wednesday, 23 September 2020
  • Updated: 23 September 2020, 05:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ଡାକ୍ତରଙ୍କ ପରାମର୍ଶ। କ୍ୟାନସର ସ୍ପେଶାଲିଷ୍ଟ ଡାକ୍ତର ସୁରେନ୍ଦ୍ର ସେନାପତିଙ୍କ ପରାମର୍ଶ। କ୍ୟାନସର ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ରହିଥାଏ। କ୍ୟାନସର ରୋଗୀଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ହେବା ସମ୍ଭାବନା ବେଶୀ ରହିଛି। କରୋନା ଲକ୍ଷଣହୀନ କ୍ୟାନସର ରୋଗୀ ହୋମ୍ ଆଇସୋଲେସନରେ ରହିପାରିବେ। କେମୋ ନେଲା ବେଳେ କରୋନା ହେଲେ କେମୋ ନିଆଯାଇପାରିବ। ଅତି ଜରୁରୀ ଆବଶ୍ୟକତା ନଥିଲେ କେମୋ ଥେରାପି ଘୁଞ୍ଚାଯାଇପାରିବ। କରୋନା ଭୟରେ କ୍ୟାନସର ରୋଗୀ ଅଧାରୁ ଚିକିତ୍ସା ବନ୍ଦ କରନ୍ତୁନି। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ କ୍ୟାନସର ରୋଗୀ କେମୋ ନେଇପାରିବେ। ଚିକିତ୍ସା ବନ୍ଦ କଲେ ଅବସ୍ଥା ବିଗିଡ଼ିବ। ରୋଗୀ ଅବସ୍ଥା ୩ୟ ବା ୪ର୍ଥ ସ୍ତରକୁ ରୋଗୀ ଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story