୫ ସହରକୁ ସଂଯୋଗ କରିବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍‌, ମିଳିଲା ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୬ ଲେନ୍ ବିଶିଷ୍ଟ ୧୧୧.୨ କିମି ଲମ୍ବ ବିଶିଷ୍ଟ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ(ସିଆରଆରଆର) ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ପ୍ରାୟ ୬୦୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ରିଙ୍ଗ ରୋଡ୍ ୫ଟି ସହରକୁ ସଂଯୋଗ କରିବ। ପୂର୍ତ୍ତ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ, ଏହି ରିଙ୍ଗ ରୋଡ୍ ପ୍ରକଳ୍ପ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ନିକଟସ୍ଥ ଜାତୀୟ ରାଜପଥ ୧୬ରୁ ଆରମ୍ଭ […]

CM-Naveen-Patnaik

CM-Naveen-Patnaik

Ordigital Desk
  • Published: Thursday, 22 April 2021
  • Updated: 22 April 2021, 09:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୬ ଲେନ୍ ବିଶିଷ୍ଟ ୧୧୧.୨ କିମି ଲମ୍ବ ବିଶିଷ୍ଟ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ(ସିଆରଆରଆର) ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ପ୍ରାୟ ୬୦୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ରିଙ୍ଗ ରୋଡ୍ ୫ଟି ସହରକୁ ସଂଯୋଗ କରିବ।

ପୂର୍ତ୍ତ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ, ଏହି ରିଙ୍ଗ ରୋଡ୍ ପ୍ରକଳ୍ପ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ନିକଟସ୍ଥ ଜାତୀୟ ରାଜପଥ ୧୬ରୁ ଆରମ୍ଭ ହୋଇ ଖୋର୍ଦ୍ଧା ସହର-ଭୁବନେଶ୍ୱର-ଆଠଗଡ଼ ସହର- କଟକ ସହର ଓ ଚୌଦ୍ୱାର ସହର ଦେଇ ଟାଙ୍ଗୀ ନିକଟରେ ପୁଣିଥରେ ସେହି ଜାତୀୟ ରାଜପଥ-୧୬କୁ ସ୍ପର୍ଶ କରିବ। ଏହି ରିଙ୍ଗ ରୋଙ୍ଗ ସମାନ୍ତରାଳ ଭାବେ ଜାତୀୟ ରାଜପଥ-୧୬ ସହ ପ୍ରତିଷ୍ଠା ହେଉଥିବାବେଳେ ଏହା ଗୋବିନ୍ଦପୁର ନିକଟରେ ଜାତୀୟ ରାଜପଥ-୫୫ ବାଟ ଦେଇ ଟାଙ୍ଗୀ ନିକଟରେ ଜାତୀୟ ରାଜପଥ-୧୬କୁ ଛୁଇଁବ। ଏହି ରିଙ୍ଗରୋଡ୍ ନିର୍ମାଣ କାର୍ଯ୍ୟ ୩୦ମାସ ମଧ୍ୟରେ ଶେଷ ହେବ। ଏହି ରିଙ୍ଗ ରୋଡ ୬ଲେନ୍ ବିଶିଷ୍ଟ ହେବ ଓ ମହାନଦୀ ଉପରେ ମଧ୍ୟ ୬ ଲେନର ସେତୁ ନିର୍ମାଣ କରାଯିବ। ଏହି ରିଙ୍ଗରୋଡ୍ ନିର୍ମାଣ ହେଲେ ଜାତୀୟ ରାଜପଥ-୧୬ରେ ଗାଡ଼ି ଚଳାଚଳ ପରିମାଣ ହ୍ରାସ ପାଇବ ଓ ରାଜଧାନୀ ଭୁବନେଶ୍ୱରକୁ ଯୋଗାଯୋଗ ବ୍ୟବସ୍ଥାରେ ମଧ୍ୟ ସୁଧାର ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story