ଗଛରେ ପିଟି ହେବା ପରେ ଜଳିଗଲା କାର୍‌!

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗହମଗଡ଼ିଆ ଛକ ନିକଟରେ ଏକ କାର ଜଳି ପାଉଁଶ ହୋଇଯାଇଛି।  ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଲାଗୁଛି କାର୍‌ଟି ରାସ୍ତାକଡ଼ ଗଛରେ ପିଟି ହେବା ପରେ ଜଳି ଯାଇଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। କାର୍‌ ଡ୍ରାଇଭର ଫେରାର୍‌ ହୋଇଯାଇଛି। କାର୍‌ଟି କେଉଁ ପରିସ୍ଥିତିରେ ଜଳିଗଲା, ପୁଲିସ୍‌ ତା’ର ତଦନ୍ତ କରୁଛି।

accident

Jyoshna Pradhan
  • Published: Saturday, 20 April 2019
  • , Updated: 20 April 2019, 09:40 AM IST

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗହମଗଡ଼ିଆ ଛକ ନିକଟରେ ଏକ କାର ଜଳି ପାଉଁଶ ହୋଇଯାଇଛି।  ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଲାଗୁଛି କାର୍‌ଟି ରାସ୍ତାକଡ଼ ଗଛରେ ପିଟି ହେବା ପରେ ଜଳି ଯାଇଛି।

ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। କାର୍‌ ଡ୍ରାଇଭର ଫେରାର୍‌ ହୋଇଯାଇଛି। କାର୍‌ଟି କେଉଁ ପରିସ୍ଥିତିରେ ଜଳିଗଲା, ପୁଲିସ୍‌ ତା’ର ତଦନ୍ତ କରୁଛି।

Related story