ବୁଲାଣି ରାସ୍ତାରେ ହରାଇଲା ଭାରସାମ୍ୟ, ଓଲଟିଲା କାର୍

ବାଲିଗୁଡ଼ା (ଅଜିତ ନାୟକ): ବୁଲାଣି ରାସ୍ତାରେ ଓଲଟି ପଡ଼ିଲା କାର। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଆମ୍ବଖାଲିଆ ନିକଟରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି। ହରିଆଣାର ତିନି ଜଣ ଯୁବକ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ। ଆଜି ଭୋରରେ ସେମାନେ ସେଠାରୁ ଫେରୁଥିଲେ। ସେମାନେ ୫୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଆମ୍ବଖାଲିଆ ନିକଟରେ ଏକ ବୁଲାଣିରେ କାରଟି ଭାରସାମ୍ୟ ହରାଇଥିଲା। ଫଳରେ କାରଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। କାରରେ […]

Car Accident

Car Accident

Jitendra Garnayak
  • Published: Monday, 13 December 2021
  • Updated: 13 December 2021, 08:29 AM IST

Sports

Latest News

ବାଲିଗୁଡ଼ା (ଅଜିତ ନାୟକ): ବୁଲାଣି ରାସ୍ତାରେ ଓଲଟି ପଡ଼ିଲା କାର। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଆମ୍ବଖାଲିଆ ନିକଟରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ହରିଆଣାର ତିନି ଜଣ ଯୁବକ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ। ଆଜି ଭୋରରେ ସେମାନେ ସେଠାରୁ ଫେରୁଥିଲେ। ସେମାନେ ୫୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଆମ୍ବଖାଲିଆ ନିକଟରେ ଏକ ବୁଲାଣିରେ କାରଟି ଭାରସାମ୍ୟ ହରାଇଥିଲା। ଫଳରେ କାରଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। କାରରେ ବସିଥିବା ୩ ପର୍ଯ୍ୟଟକଙ୍କ ମଧ୍ୟରୁ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଘନ କୁହୁଡ଼ି ଓ ତୀକ୍ଷ୍ଣ ବୁଲାଣି ରାସ୍ତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story