ଟାଭେରା ଧକ୍କାରେ ୩ ଷଣ୍ଢ ମୃତ

ପାଟକୁରା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ପାରାଦୀପ-ଦଇତାରୀ ରୋଡ୍‌ର ନଳଦିଆ ଛକରେ ଏକ ଟାଭେରା ଧକ୍କାରେ ୩ଟି ଷଣ୍ଢର ମୃତ୍ୟୁ ଘଟିଥିବା ବେଳେ ଆଉ ଏକ ଷଣ୍ଢ ଗୁରତର ଆହତ ହୋଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ପାରଦୀପରୁ ଚଣ୍ଡିଖୋଲ ଆସୁଥିବା ଏହି ଟାଭେରା ନଳଦିଆ ଛକରେ ୪ଟି ଷଣ୍ଢକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଗାଡ଼ିକୁ ମଶାକଣି ପାର୍କିଂରେ ରଖି ଫେରାର୍ ହୋଇଯାଇଛି।

bull

Jitendra Garnayak
  • Published: Sunday, 02 September 2018
  • , Updated: 02 September 2018, 08:56 AM IST

ପାଟକୁରା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ପାରାଦୀପ-ଦଇତାରୀ ରୋଡ୍‌ର ନଳଦିଆ ଛକରେ ଏକ ଟାଭେରା ଧକ୍କାରେ ୩ଟି ଷଣ୍ଢର ମୃତ୍ୟୁ ଘଟିଥିବା ବେଳେ ଆଉ ଏକ ଷଣ୍ଢ ଗୁରତର ଆହତ ହୋଇଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ପାରଦୀପରୁ ଚଣ୍ଡିଖୋଲ ଆସୁଥିବା ଏହି ଟାଭେରା ନଳଦିଆ ଛକରେ ୪ଟି ଷଣ୍ଢକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଗାଡ଼ିକୁ ମଶାକଣି ପାର୍କିଂରେ ରଖି ଫେରାର୍ ହୋଇଯାଇଛି।

Related story