ଫିଲ୍ମ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଲ୍ମ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ। ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଫିଲ୍ମରେ ଅଭିନୟ କରିବାକୁ ନେଇ ଯୁବତୀଙ୍କୁ ଡାକିଥିଲେ ପିଣ୍ଟୁ। ତେବେ ଦେଖା କରିବାବେଳେ ପିଣ୍ଟୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ନୟାପଲ୍ଲୀ ଥାନାରେ ପିଣ୍ଟୁଙ୍କୁ ପଚରାଉଚରା ଚାଲିଥିବା ସୂଚନା ରହିଛି।

pintu nanda

Subhransu Sekhar
  • Published: Wednesday, 29 July 2020
  • , Updated: 29 July 2020, 10:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଲ୍ମ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ। ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଫିଲ୍ମରେ ଅଭିନୟ କରିବାକୁ ନେଇ ଯୁବତୀଙ୍କୁ ଡାକିଥିଲେ ପିଣ୍ଟୁ। ତେବେ ଦେଖା କରିବାବେଳେ ପିଣ୍ଟୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ନୟାପଲ୍ଲୀ ଥାନାରେ ପିଣ୍ଟୁଙ୍କୁ ପଚରାଉଚରା ଚାଲିଥିବା ସୂଚନା ରହିଛି।

[gallery columns="4" link="file" bgs_gallery_type="slider" ids="557381,557382,557383,557384,557385"]

Related story