ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟରେ ମାମଲା

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟରେ ମାମଲା ଦାୟର । ମା ବିରଜାଙ୍କ ବିଜୟ ରଥଯାତ୍ରା କରାଇବାକୁ ମାମଲାରେ ଆବେଦନ କରାଯାଇଛି । ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ମାମଲା ଦାୟର କରାଯାଇଛି । ମନ୍ଦିରରେ ଦୁର୍ଗା ଉତ୍ସବ ଓ ବିଜୟ ରଥଯାତ୍ରା ପାଇଁ ଆବେଦନ କରାଯାଇଛି । ସତ୍ୟଯୁଗରୁ ଚଳି ଆସୁଥିବା ପରମ୍ପରା ରକ୍ଷା କରିବା ପାଇଁ ଆବେଦନରେ ଉଲ୍ଲେଖ ରହିଛି । କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ଅନୁମତି ଦେବାକୁ ଆବେଦନ କରାଯାଇଛି ।

ଆହୁରି ପଢ଼ନ୍ତୁ

ବୋହୂର ପିଲାପିଲି ପାଇଁ ୭ ବର୍ଷର ଶିଶୁକୁ ବଳି

କାହିଁକି ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ, ଏମିତି ଆଶଙ୍କା କଲେ ବିଷେଶଜ୍ଞ

ଅଧଘଣ୍ଟାଏରେ କୋଭିଡ୍ ଟେଷ୍ଟ୍ , ଟାଟା ତିଆରି କଲା କିଟ୍‌

ବୋହୂର ପିଲାପିଲି ହେଉ ନ ଥିବାରୁ ୭ ବର୍ଷର ଶିଶୁକୁ ମାରି ଦେଲା ଶ୍ୱଶୁର, କହିଲା…

ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ନେଇ ସହର ବୁଲିଲେ ସଂପର୍କୀୟ

ଆଜି ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ମୋଦିଙ୍କ ଜନ୍ମ ସପ୍ତାହରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

କାହିଁକି ସୁପ୍ରିମକୋର୍ଟ ଗଲେ ବର୍ଷା ?

ଦେବୀଙ୍କ ପରେ ଆଗକୁ କାହା ପାଳି ପଡ଼ିବ ?

‘ଗର୍ଭବତୀ, ଶିଶୁ ଓ ବୟସ୍କଙ୍କ ପାଇଁ କୋଭିଡ୍ ହସ୍ପିଟାଲ ଯିବା ଜରୁରୀ’

ଭିକୁ ସେଠ୍‌‌ଙ୍କ ଶୁଦ୍ଧିକ୍ରିୟା ପାଇଁ ନେହୁରା ହେଉଛନ୍ତି ପତ୍ନୀ, ପାର୍ବତୀ ପାଖକୁ ଦୌଡ଼ୁଛନ୍ତି ବେବିନା