୫୦୦ ଲୋକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ୍‌

ବ୍ରହ୍ମପର(ଜଗନ୍ନାଥ ସାହୁ): ବ୍ରହ୍ମପୁର ପାଟପୁର ଥାନା ଟି.ଗୋବିନ୍ଦପୁର ଅଞ୍ଚଳରେ ପୋଲିସକୁ ମାଡ଼ ଘଟଣାରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ୩ଟି ପୃଥକ୍  ପୃଥକ୍ ମାମଲା ରୁଜୁ କରିଛି ସ୍ଥାନୀୟ ପୋଲିସ। ୫ଟି ଗାଁର ୫୦୦ରୁ ଅଧିକ ଲୋକଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ପୋଲିସ। ଗତକାଲି ପାଟପୁର ପୋଲିସ ରାସ୍ତା ଅବରୋଧ ହଟାଇବାକୁ ଘଟଣାସ୍ଥଳକୁ ଯାଇଥିବା ବେଳେ ରାସ୍ତା ଅବରୋଧକାରୀମାନେ ପୋଲିସ ଉପରକୁ ଢେଲାପଥର ମାଡ଼ କରିଥିଲେ। ଫଳରେ ପାଟପୁର ଥାନା […]

rtt

rtt

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 02:28 PM IST

Sports

Latest News

ବ୍ରହ୍ମପର(ଜଗନ୍ନାଥ ସାହୁ): ବ୍ରହ୍ମପୁର ପାଟପୁର ଥାନା ଟି.ଗୋବିନ୍ଦପୁର ଅଞ୍ଚଳରେ ପୋଲିସକୁ ମାଡ଼ ଘଟଣାରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ୩ଟି ପୃଥକ୍  ପୃଥକ୍ ମାମଲା ରୁଜୁ କରିଛି ସ୍ଥାନୀୟ ପୋଲିସ। ୫ଟି ଗାଁର ୫୦୦ରୁ ଅଧିକ ଲୋକଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ପୋଲିସ।

ଗତକାଲି ପାଟପୁର ପୋଲିସ ରାସ୍ତା ଅବରୋଧ ହଟାଇବାକୁ ଘଟଣାସ୍ଥଳକୁ ଯାଇଥିବା ବେଳେ ରାସ୍ତା ଅବରୋଧକାରୀମାନେ ପୋଲିସ ଉପରକୁ ଢେଲାପଥର ମାଡ଼ କରିଥିଲେ। ଫଳରେ ପାଟପୁର ଥାନା ଆଇଆଇସିଙ୍କ ସମେତ ୬ ଜଣ ପୋଲିସ ଆହତ ହୋଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos