ବିଜେଡ଼ି ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ନାଁରେ ଥାନାରେ ଏତଲା, ହତ୍ୟା ଉଦ୍ୟମ ଅଭିଯୋଗ

ଆଠଗଡ଼(ନୀଳକଣ୍ଠ ଦୋରା): ଓଡ଼ିଶାରେ ୧୪ ବର୍ଷ ଧରି ବିଜେଡ଼ି ସରକାର ସ୍ୱଚ୍ଛ ଶାସନ କରୁଛି ବୋଲି ପ୍ରଚାର କରିଆସୁଛି। ଜନସାଧାରଣଙ୍କ ସୁରକ୍ଷା ପାଇଁ ଆଇନ କାନୁନ କଡ଼ାକଡ଼ି କରିଛି ବୋଲି ଡେଙ୍ଗୁରା ପିଟୁଛି। କିନ୍ତୁ ବାସ୍ତବରେ ଦିନ ଦ୍ୱିପହରେ ଏଠି ମହିଳାଙ୍କୁ ଧର୍ଷଣ କରାଯାଉଛି, ଆଉ କେଉଁଠି ବିଚ୍‌ ରାସ୍ତାରେ ହତ୍ୟା କରାଯାଉଛି, ଆଉ କେଉଁଠି ଲୋକଙ୍କୁ ହତ୍ୟା କରିବା ପାଇଁ ଧମକ ଦିଆଯାଉଛି। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ଆଠଗଡ଼ରୁ। କଟକ ଜିଲ୍ଲା ପରିଷଦ […]

curr copy

curr copy

Rakesh Mallick
  • Published: Friday, 01 June 2018
  • Updated: 01 June 2018, 02:57 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ଓଡ଼ିଶାରେ ୧୪ ବର୍ଷ ଧରି ବିଜେଡ଼ି ସରକାର ସ୍ୱଚ୍ଛ ଶାସନ କରୁଛି ବୋଲି ପ୍ରଚାର କରିଆସୁଛି। ଜନସାଧାରଣଙ୍କ ସୁରକ୍ଷା ପାଇଁ ଆଇନ କାନୁନ କଡ଼ାକଡ଼ି କରିଛି ବୋଲି ଡେଙ୍ଗୁରା ପିଟୁଛି। କିନ୍ତୁ ବାସ୍ତବରେ ଦିନ ଦ୍ୱିପହରେ ଏଠି ମହିଳାଙ୍କୁ ଧର୍ଷଣ କରାଯାଉଛି, ଆଉ କେଉଁଠି ବିଚ୍‌ ରାସ୍ତାରେ ହତ୍ୟା କରାଯାଉଛି, ଆଉ କେଉଁଠି ଲୋକଙ୍କୁ ହତ୍ୟା କରିବା ପାଇଁ ଧମକ ଦିଆଯାଉଛି। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ଆଠଗଡ଼ରୁ। କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡ଼ାଙ୍କ ନାଁରେ  ଆଠଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ସେ ଜଣଙ୍କୁ ଜୀବନ ମାରି ଦେବାକୁ ଉଦ୍ୟମ କରିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି। ଏହି ନେଇ ସୁନିଲଙ୍କ ନାଁରେ ବିଭିନ୍ନ ସଙ୍ଗୀନ ଦଫା ମଧ୍ୟ ଲାଗିଛି।

ପୂରା ଘଟଣାଟି ହେଲା, ଆଠଗଡ଼ ହେମମାଳପୁର ଗାଁର ପ୍ରଭାସ କୁମାର ଜେନାଙ୍କୁ ଗତ ୨୯ ତାରିଖ ଦିନ ସନ୍ଧ୍ୟାରେ ସୁନିଲ ଓ ତାଙ୍କ ସାଥୀମାନେ ବନ୍ଧୁକ ଫୁଟାଇ ଟଙ୍କା ପଇସା ଲୁଟି ନେଇଥିଲେ। ଘଟଣାକୁ ତିନି ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ୍‌ ଏତଲାକୁ ପଞ୍ଜିକୃତ ନ କରିବାରୁ ଗତକାଲି ସନ୍ଧ୍ୟାରେ ପ୍ରଭାସଙ୍କ ଗାଁ ଲୋକେ ଆଠଗଡ଼ ଥାନା ଘେରାଉ କରିବାକୁ ଉଦ୍ୟମ କରିଥିଲେ। ପରେ ପୋଲିସ୍‌ ଏତଲା ପଞ୍ଜିକୃତ କରିଥିଲା।

ଏକ ଜମିବାଡ଼ି ମାପଚୁପ ଘଟଣାରୁ ଏଭଳି ଘଟଣା ଘଟିଥିବା ପ୍ରଭାସ ଅଭିଯୋଗ କରିଛନ୍ତି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ପ୍ରଭାସ ସ୍ୱାଇଁ କହିଛନ୍ତି,“୨୯ ଦିନ ସନ୍ଧ୍ୟା ସମୟରେ ମୁଁ କାମ ସାରି ଘରକୁ ଫେରୁଥିବା ବେଳେ ସୁନିଲ ପରିଡ଼ା, ପ୍ରସନ୍ନ  ପରିଡ଼ା ଓ ତାଙ୍କ ଦୁଇ ତିନିଜଣ ସହଯୋଗୀ ମତେ ମାଡ଼ ମାରିଥିଲେ। ମୋତେ ବନ୍ଧୁକ ଓ ଭୁଜାଲି ଦେଖାଇ  ମୋର ପାଖରୁ ୨୨ ହଜାର ଟଙ୍କା ଓ ସୁନା ଚେନ୍‌ ଛିଣ୍ଡାଇ ନେଇ ଯାଇଥିଲେ। ମୁଁ ଭୟରେ ପଳାଇଯାଉଥିବା ବେଳେ ମୋତେ ପଛରୁ ଫାୟାରିଂ କରିଥିଲେ। ଗାଁ ଲୋକଙ୍କୁ ଡାକି ଆସିଲା ପରେ ସେମାନେ ସେଠାରୁ ପଳାଇଯାଇଥିଲେ। ଜମିବାଡ଼ି ମାପଚୁପ ଘଟଣାରୁ ଏଭଳି ଘଟିଛି। ମୋତେ ନ୍ୟାୟ ମିଳୁ।”

କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡ଼ା କହିଛନ୍ତି,“’ଏହା ଘଟଣାଟି ସମ୍ପୂର୍ଣ୍ଣ ମିଥ୍ୟା। ଏହା ରାଜନୈତିକ ଷଡ଼ଯନ୍ତ୍ର। ବିଜୁ ଜନତା ଦଳର ବିଭିନ୍ନ ଯୋଜନାକୁ କାର୍ଯ୍ୟକରିବା ସହ ଦଳକୁ ସଦୃଢ଼ କରିବା ପାଇଁ  ଗରିବ ଓ ନୀରିହ  ଲୋକଙ୍କ ପାଖରେ ବିଭିନ୍ନ ଯୋଜନା ପହଞ୍ଚାଇଥାଉ। ଏହା କଂଗ୍ରେସ ଏକ ଚାଲ। ଏହା ବହୁତ ବଡ଼ ଷଡ଼ଯନ୍ତ୍ର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story