ଟିଟୋ ସ୍ତ୍ରୀ ନାଁରେ ଥିବା ଫିଲିଂ ଷ୍ଟେସନ୍‌ରେ ସିବିଆଇ ଓ କ୍ରାଇମ୍‌ବ୍ରାଞ୍ଚ ଚଢ଼ାଉ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀ ବେନଜିର୍ ବିବି ନାଁରେ କେନ୍ଦ୍ରାପଡ଼ା ଥିବା ସୟଦ ଫିଲିଂ ଷ୍ଟେସନ୍‌ରେ ଚଢ଼ାଉ କରାଯାଇଛି। ସିବିଆଇ ଓ କ୍ରାଇମବ୍ରାଞ୍ଚର ୫ଜଣିଆ ଟିମ୍‌ ଗତକାଲି ଏହି ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା। ଟିଟୋ ଗିରଫ ହେବା ପରେ ତା’ର ବ୍ୟବସାୟ ସଂପର୍କରେ ଜାଣିବା ପାଇଁ ବିଭିନ୍ନ ସମୟରେ ଏଭଳି ଚଢ଼ାଉ କରାଯାଉଛି। ଗତବର୍ଷ […]

tito

tito

Jitendra Garnayak
  • Published: Friday, 11 January 2019
  • Updated: 11 January 2019, 08:49 AM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀ ବେନଜିର୍ ବିବି ନାଁରେ କେନ୍ଦ୍ରାପଡ଼ା ଥିବା ସୟଦ ଫିଲିଂ ଷ୍ଟେସନ୍‌ରେ ଚଢ଼ାଉ କରାଯାଇଛି। ସିବିଆଇ ଓ କ୍ରାଇମବ୍ରାଞ୍ଚର ୫ଜଣିଆ ଟିମ୍‌ ଗତକାଲି ଏହି ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।

[caption id="attachment_323678" align="aligncenter" width="750"]filling ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀ ବେନଜିର୍ ବିବି ନାଁରେ କେନ୍ଦ୍ରାପଡ଼ା ଥିବା ସୟଦ ଫିଲିଂ ଷ୍ଟେସନ୍‌[/caption]

ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା। ଟିଟୋ ଗିରଫ ହେବା ପରେ ତା’ର ବ୍ୟବସାୟ ସଂପର୍କରେ ଜାଣିବା ପାଇଁ ବିଭିନ୍ନ ସମୟରେ ଏଭଳି ଚଢ଼ାଉ କରାଯାଉଛି।

ଗତବର୍ଷ ଜୁନ୍ ୩୦ ତାରିଖରେ ଟିଟୋ ଓରଫ ସୟଦ୍‌ ଉସ୍‌ମାନ ଅଲିକୁ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ୍ ଟାକ୍ସଫୋର୍ସ ଏନ୍‌କାଉଣ୍ଟର କରିଥିଲା। ତା’ ବାମ ଗୋଡ଼ର ଆଣ୍ଠୁ ତଳେ ଗୁଳି ବାଜିଥିଲା। ତାକୁ ତା’ପର ଦିନ ଅର୍ଥାତ୍ ଜୁଲାଇ ୧ ତାରିଖରେ ଗିରଫ କରାଯାଇଥିଲା। ଅନ୍ୟପକ୍ଷରେ ସେତେବେଳେ ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ କ୍ରାଇମ୍‌ବ୍ରାଞ୍ଚ୍ ଟିମ୍‌ ତାଙ୍କୁ ଘରୁ ଉଠାଇ ନେଇଥିଲେ।

ଟିଟୋ ଗିରଫ ହେବା ପରେ ତା’ର କିଛି ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story