କାହିଁକି ଭୁବନେଶ୍ୱର ଆସିଛନ୍ତି ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏୱାଇଭି କ୍ରିଷ୍ଣା?

ଭୁବନେଶ୍ୱର: ଭୁବନେଶ୍ୱରରେ ସିବିଅାଇ ଯୁଗ୍ମ ନିର୍ଦ୍ଦେଶକ ଏୱାଇଭି କ୍ରିଷ୍ଣା। ଚିଟ୍‌ଫଣ୍ଡ୍‌ ଠକେଇ ଓ ସିବିଅାଇ ତଦନ୍ତ କରୁଥିବା ଅନ୍ୟ ମାମଲାଗୁଡିକ ସଂପର୍କରେ ସେ ଅନୁଧ୍ୟାନ କରିବେ। ଭୁବନେଶ୍ୱରରେ ଦୁଇ ଦିନର ରହଣୀ ସମୟରେ ସେ ମାମଲାରେ ତଦନ୍ତ କରୁଥିବା ଅଧିକାରୀମାନଙ୍କ ସହ ଅାଲୋଚନା ମଧ୍ୟ କରିବେ। କିଛି ଦିନ ହେବ ସିବିଅାଇ ଚିଟଫଣ୍ଡ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ସେଦୃଷ୍ଟିରୁ ସିବିଅାଇ ଯୁଗ୍ମ ନିର୍ଦ୍ଦେଶକଙ୍କ ଭୁବନେଶ୍ୱର ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

cbijointdirector

Rakesh Mallick
  • Published: Wednesday, 17 May 2017
  • , Updated: 17 May 2017, 12:44 PM IST

Related story