ଜମି ଜାଲିଆତି ଅଭିଯୋଗ: ଓଓଏ ଓ ଆର୍ଶୀବାଦଙ୍କ ଘରେ ସିବିଆଇ ଚଢ଼ାଉ

Ordigital Desk
  • Published: Friday, 23 June 2017
  • , Updated: 23 June 2017, 11:34 AM IST
<p>କଟକ: ଓଡିଶା ଅଲିମ୍ପିକ ଆସୋସିଏସନ ବା ଓଓଏରେ ଅଫିସରେ ଆଜି ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ବାରବାଟୀ ଜମି ଜାଲିଆତି ଘଟଣାରେ ଏହି ଚଢ଼ାଉ କରାଯାଇଛି। &nbsp;ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସିବିଆଇ ଏହି ଚଢ଼ାଉ କରିଛି। ସିବିଆଇର ୮ ଜଣିଆ ଟିମ୍ ବାଟବାଟୀ ଷ୍ଟାଡିୟମ ସମେତ ଓଓଏର ପୂର୍ବତନ ସମ୍ପାଦକ ଆର୍ଶୀବାଦ ବେହେରାଙ୍କ ଘରେ ମଧ୍ୟ ଚଢ଼ାଉ କରିଛି। ଅଲିମ୍ପିକ ଆସୋସିଏସନ ଅଫିସ ସମେତ ଆର୍ଶୀବାଦଙ୍କ ଘରେ ବିଭିନ୍ନ କାଗଜପତ୍ରର ଯାଞ୍ଚ କରୁଛି ସିବିଆଇ ଟିମ୍।</p>

Related story