ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ରାଉରକେଲା (ଓଡ଼ିଶା ରିପୋର୍ଟର): ସିବିଆଇ ଜାଲରେ ପଡ଼ିଛନ୍ତି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନ୍ୟୁୟ ପ୍ଲେଟ୍ ମିଲ୍ ଡିଜିଏମ୍ ରାଜୀବ ରଞ୍ଜନ। ଆଜି ସକାଳୁ ରାଜୀବଙ୍କ ଅଫିସ୍‌ରେ ସିବିଆଇ ଟିମ୍‌ ଚଢ଼ାଉ କରିଥିଲା। ତାଙ୍କ ଘରେ ତାଲା ପଡ଼ିଥିବା ବେଳେ ଘର ତଲାସୀ ଅପେକ୍ଷାରେ ଅଛନ୍ତି ସିବିଆଇ ଅଧିକାରୀ। ଟେଣ୍ଡର ଅନିୟମିତତା ଅଭିଯୋଗରେ ସିବିଆଇ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି। ସେହିପରି ଟେଣ୍ଡରରେ ସାମିଲ ଠିକା ସଂସ୍ଥାର ୬ଟି ସ୍ଥାନରେ ମଧ୍ୟ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।