ପ୍ରକାଶ ପାଇଲା ସିବିଏସ୍‌ଇ ରେଜଲ୍ଟ: ପୁଅଙ୍କୁ ପଛରେ ପକାଇଲେ ଝିଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଲା CBSEର ଦଶମ ଶ୍ରେଣୀ ପରୀକ୍ଷାଫଳ। CBSEର ୱେବସାଇଟ୍ cbse.nic.inରେ ଏହା ଉପଲବ୍ଧ ହେଉଛି। ପାସ ହାର ୮୬.୭ ପ୍ରତିଶତ ରହିଛି। ତେବେ ଏଥର ମଧ୍ୟ ବାଜି ମାରିଛନ୍ତି ଝିଅ। ଝିଅଙ୍କ ପାସ ହାର ୮୮.୬୭ ପ୍ରତିଶତ ରହିଥିବାବେଳେ ପୁଅଙ୍କ ପାସ ହାର ରହିଛି ୮୫.୩୨ ପ୍ରତିଶତ। ମୋଟ ୫ ଶହରୁ ୪୯୯ ନମ୍ବର ରଖି ୪ ଜଣ ମିଳିତ ଟପ୍ପର ହୋଇଛନ୍ତି। ସେମାନେ ହେଉଛନ୍ତି ଗୁରୁଗ୍ରାମର ପ୍ରଖର ମିତ୍ତଲ, […]

CBSE +2 Board result at Sacred Heart School

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 04:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଲା CBSEର ଦଶମ ଶ୍ରେଣୀ ପରୀକ୍ଷାଫଳ। CBSEର ୱେବସାଇଟ୍ cbse.nic.inରେ ଏହା ଉପଲବ୍ଧ ହେଉଛି। ପାସ ହାର ୮୬.୭ ପ୍ରତିଶତ ରହିଛି। ତେବେ ଏଥର ମଧ୍ୟ ବାଜି ମାରିଛନ୍ତି ଝିଅ। ଝିଅଙ୍କ ପାସ ହାର ୮୮.୬୭ ପ୍ରତିଶତ ରହିଥିବାବେଳେ ପୁଅଙ୍କ ପାସ ହାର ରହିଛି ୮୫.୩୨ ପ୍ରତିଶତ। ମୋଟ ୫ ଶହରୁ ୪୯୯ ନମ୍ବର ରଖି ୪ ଜଣ ମିଳିତ ଟପ୍ପର ହୋଇଛନ୍ତି। ସେମାନେ ହେଉଛନ୍ତି ଗୁରୁଗ୍ରାମର ପ୍ରଖର ମିତ୍ତଲ, ବିଜନୋରର ରିମଝିମ ଅଗ୍ରୱାଲ, ଶାମଲିର ନନ୍ଦନୀ ଗର୍ଗ ଓ କୋଚିନର ଶ୍ରୀଲକ୍ଷ୍ମୀ ଜି। ୯୯.୬୦ ପ୍ରତିଶତ ସହ ତିରୁଅନନ୍ତପୁରମ ରିଜିଅନରେ ସର୍ବାଧିକ ପାସ ହାର ରହିଛି। ଦେଶବ୍ୟାପି ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story