ଭୁଲ ମୂଲ୍ୟାୟନ ପାଇଁ ଦଣ୍ଡ: ୧୩୦ଶିକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡ଼ିଲା ଭୁଲ ମୂଲ୍ୟାୟନ। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଭୁଲ ମୂଲ୍ୟାୟନ ଏବଂ ମାର୍କ ଟୋଟାଲିଂରେ ଭୁଲ୍‌ କରିଥିବା ଅଭିଯୋଗରେ ସାରା ଦେଶରେ ୧୩୦ ଜଣ ଶିକ୍ଷକଙ୍କ ବିରୋଧରେ ସିବିଏସ୍ଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଥିବା ୧୩୦ ଶିକ୍ଷକଙ୍କ ମଧ୍ୟରେ ବିହାର ପାଟନାରୁ ସର୍ବାଧିକ ୪୫ ଜଣ ଶିକ୍ଷକ ଅଛନ୍ତି। ସେହିପରି ଭୁବନେଶ୍ୱରରୁ ୭ଜଣ, ଦିଲ୍ଲୀରୁ ୬ ଓ ଚେନ୍ନାଇରୁ ୧୪ଜଣ ଶିକ୍ଷକ ଅଛନ୍ତି। ସୂଚନାଯୋଗ୍ୟ, ଗତ […]

cbse

cbse

Rakesh Mallick
  • Published: Friday, 29 June 2018
  • Updated: 29 June 2018, 12:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡ଼ିଲା ଭୁଲ ମୂଲ୍ୟାୟନ। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଭୁଲ ମୂଲ୍ୟାୟନ ଏବଂ ମାର୍କ ଟୋଟାଲିଂରେ ଭୁଲ୍‌ କରିଥିବା ଅଭିଯୋଗରେ ସାରା ଦେଶରେ ୧୩୦ ଜଣ ଶିକ୍ଷକଙ୍କ ବିରୋଧରେ ସିବିଏସ୍ଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଥିବା ୧୩୦ ଶିକ୍ଷକଙ୍କ ମଧ୍ୟରେ ବିହାର ପାଟନାରୁ ସର୍ବାଧିକ ୪୫ ଜଣ ଶିକ୍ଷକ ଅଛନ୍ତି। ସେହିପରି ଭୁବନେଶ୍ୱରରୁ ୭ଜଣ, ଦିଲ୍ଲୀରୁ ୬ ଓ ଚେନ୍ନାଇରୁ ୧୪ଜଣ ଶିକ୍ଷକ ଅଛନ୍ତି।

ସୂଚନାଯୋଗ୍ୟ, ଗତ ମାସ ଶେଷ ସପ୍ତାହରେ ସିବିଏସ୍ଇ ରେଜଲ୍ଟ ପ୍ରକାଶ ପାଇଥିଲା। ଏହାପରେ ମାର୍କ ଟୋଟାଲିଂରେ ତ୍ରୁଟି ଓ ମୂଲ୍ୟାୟନରେ ତ୍ରୁଟି ହୋଇଥିବା ପଦାକୁ ଆସିଥିଲା।

ସେହିପରି ଚଳିତବର୍ଷ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ପରୀକ୍ଷା ପୂର୍ବରୁ ଅର୍ଥନୀତି ପରୀକ୍ଷାର ପ୍ରଶ୍ନପତ୍ରକୁ ଭାଇରାଲ କରାଯାଇଥିଲା। ପ୍ରଶ୍ନପତ୍ରକୁ ମୋବାଇଲ ମାଧ୍ୟମରେ ଫଟୋ ଉଠାଇ କୋଚିଂ ସେଣ୍ଟର ମାଲିକଙ୍କୁ ଦୁଇ ଶିକ୍ଷକ ପଠାଇଥିଲେ। ଏହାପରେ ସେଗୁଡିକୁ ପୁଣି ଥରେ ହାତ ଲେଖା ମାଧ୍ୟମରେ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଥିଲା।  ଏହି ଘଟଣାରେ  ପୋଲିସ ୩ଜଣଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story