ରେଜଲ୍ଟ ୱିଥ୍‌ହେଲଡ୍‌ ଘଟଣା: ସିବିଏସଇ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

Ordigital Desk
  • Published: Monday, 29 May 2017
  • , Updated: 29 May 2017, 03:02 PM IST
<p>ଭୁବନେଶ୍ୱର: ଗତକାଲି ବାହାରିଥିବା ସିବିଏସଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରେଜଲ୍ଟ ଓ୍ବିଥହେଲ୍ଡ ପ୍ରସଙ୍ଗ ନେଇ ସିବିଏସଇ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।</p> <p>ପରୀକ୍ଷା ଖାତା ମୂଲ୍ୟାୟନ ଠିକ୍&zwnj; ଭାବେ ହୋଇନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଚଳିତ ବର୍ଷର ପରୀକ୍ଷା ଫଳ ଆଶାନୁରୂପ ହୋଇନାହିଁ।&nbsp; ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦାବି କରିଛନ୍ତି ଛାତ୍ରଛାତ୍ରୀ।</p>

Related story