ସୀମାରେ ଜଗିଛି ସିସିଟିଭି

ଗଜପତି (ଆଦର୍ଶ ଦାସ): ଜିଲ୍ଲା ସୀମାରେ ଜଗିଛି ସିସିଟିଭି। ‘କରୋନା’ ରୋକିବା ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଯାହା ଦ୍ୱାରା ପଡ଼ୋଶୀ ଜିଲ୍ଲାରୁ ଲୁଚି ପଳାଇ ଆସୁଥିବା ଲୋକଙ୍କୁ ଆୟତ୍ତ କରିହେବ। ଏପରିକି ଚେକ୍‌ ଗେଟ୍‌ରେ ପୁଲିସ ମୁତୟନ ହୋଇଛନ୍ତି। ‘କରୋନା’ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ଏକମାତ୍ର ବିକଳ୍ପ। ସେଥିପାଇଁ ସରକାର ଇକ୍‌ଡାଉନ୍‌ ଘୋଷଣା କରି ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି। ପ୍ରବେଶ […]

cctv

cctv

Manoranjan Sial
  • Published: Tuesday, 21 April 2020
  • Updated: 21 April 2020, 07:38 PM IST

Sports

Latest News

ଗଜପତି (ଆଦର୍ଶ ଦାସ): ଜିଲ୍ଲା ସୀମାରେ ଜଗିଛି ସିସିଟିଭି। ‘କରୋନା’ ରୋକିବା ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଯାହା ଦ୍ୱାରା ପଡ଼ୋଶୀ ଜିଲ୍ଲାରୁ ଲୁଚି ପଳାଇ ଆସୁଥିବା ଲୋକଙ୍କୁ ଆୟତ୍ତ କରିହେବ। ଏପରିକି ଚେକ୍‌ ଗେଟ୍‌ରେ ପୁଲିସ ମୁତୟନ ହୋଇଛନ୍ତି।

‘କରୋନା’ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ଏକମାତ୍ର ବିକଳ୍ପ। ସେଥିପାଇଁ ସରକାର ଇକ୍‌ଡାଉନ୍‌ ଘୋଷଣା କରି ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି। ପ୍ରବେଶ ପଥମାନଙ୍କରେ ନିର୍ମାଣ ହୋଇଥିବା ଚେକ ପୋଷ୍ଟରେ ପୁଲିସ ମୁତୟନ ରହୁଛନ୍ତି। ହେଲେ କେତେକ ବ୍ୟକ୍ତି ବିଭିନ୍ନ ଆକରେ ଏହି ସୀମା ପାର ହେଉଛନ୍ତି। ଏହିଭଳି ଲୋକଙ୍କ ଉପରେ ନଜର ରଖିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଚେକ୍‌ ପୋଷ୍ଟ ନିକଟରେ ସିସିଟିଭି ଖଞ୍ଜା ଯାଇଛି।

୨୪ ଘଣ୍ଟା ସୀମାପାର ହେଉଥିବା ଗାଡି କିମ୍ବା ବ୍ୟକ୍ତିଙ୍କ ଉପରେ ନଜର ରଖିବ। ଜିଲ୍ଲାର ୧୭ଟି ସ୍ଥାନରେ ସୀମା ସିଲ କରାଯାଇଛି। ଗଜପତି ଜିଲ୍ଲାର ଗୋଟିଏ ପଟେ ଆନ୍ଧ୍ରପ୍ରଦେଶ ରହିଥିବା ବେଳେ ଅନ୍ୟ ପଟେ ରାୟଗଡ ଜିଲ୍ଲା, ଆଉ ଗୋଟିଏ ପଟେ ଗଞ୍ଜାମ ଓ ଅନ୍ୟ ଏକ ଦିଗରେ କନ୍ଧମାଳ ଜିଲ୍ଲା ରହିଛି। ଏହି ସମସ୍ତ ଦିଗରେ ପ୍ରବେଶ ପଥ ଗୁଡିକ ପ୍ରଶାସନ ସିଲ୍‌ କରି ଦେଇଛି। ଏହି ସବୁ ଚେକ ପୋଷ୍ଟରେ ବର୍ତ୍ତମାନ ପୁଲିସ ପହରା ଦେଉଥିବା ବେଳେ ପ୍ରବେଶ ଓ ପ୍ରସ୍ଥାନ କରୁଥିବା ଗାଡି ଏବଂ ବ୍ୟକ୍ତିଙ୍କ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story