ଷ୍ଟାର୍ଟ ହେଉ ନ ଥିଲା କାର୍‌, ଠେଲୁ ଠେଲୁ ପିଟି ଦେଲା ସିଡିଏମ୍‌ଓଙ୍କ ଗାଡ଼ି

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଷ୍ଟାର୍ଟ ହେଉ ନ ଥିବା କାର୍‌କୁ ଠେଲୁ ଠେଲୁ ପଛରୁ ପିଟି ଦେଲା ଆଉ ଏକ କାର୍‌। କାର୍‌କୁ ଠେଲୁଥିବା ବ୍ୟକ୍ତି ଜଣଙ୍କ ଗୁରୁତର ହୋଇପଡ଼ିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର୍‌ଟି ନୟାଗଡ଼ ସିଡିଏମ୍‌ଓଙ୍କର ବୋଲି ଜଣାପଡ଼ିଛି। ତେବେ ଦୁର୍ଘଟଣା ସମୟରେ ସିଡିଏମ୍‌ଓ କାର୍‌ରେ ନ ଥିଲେ ବୋଲି ଜଣାଯାଇଛି। ଗୁରୁତର ଜଣଙ୍କ ହେଲେ ଫୁଲବାଣୀ ନଛାପଡ଼ା ଗାଁର ବିଦ୍ୟାଧର ପୃଷ୍ଟି । ଗତକାଲି ବିଳମ୍ବିତ ରାତିରେ ଦଶପଲ୍ଲା ଥାନା ଅଞ୍ଚଳରେ ୪୭ ନମ୍ବର […]

accident

accident

Niharika Rout
  • Published: Friday, 25 June 2021
  • Updated: 25 June 2021, 11:33 AM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଷ୍ଟାର୍ଟ ହେଉ ନ ଥିବା କାର୍‌କୁ ଠେଲୁ ଠେଲୁ ପଛରୁ ପିଟି ଦେଲା ଆଉ ଏକ କାର୍‌। କାର୍‌କୁ ଠେଲୁଥିବା ବ୍ୟକ୍ତି ଜଣଙ୍କ ଗୁରୁତର ହୋଇପଡ଼ିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର୍‌ଟି ନୟାଗଡ଼ ସିଡିଏମ୍‌ଓଙ୍କର ବୋଲି ଜଣାପଡ଼ିଛି। ତେବେ ଦୁର୍ଘଟଣା ସମୟରେ ସିଡିଏମ୍‌ଓ କାର୍‌ରେ ନ ଥିଲେ ବୋଲି ଜଣାଯାଇଛି।

ଗୁରୁତର ଜଣଙ୍କ ହେଲେ ଫୁଲବାଣୀ ନଛାପଡ଼ା ଗାଁର ବିଦ୍ୟାଧର ପୃଷ୍ଟି । ଗତକାଲି ବିଳମ୍ବିତ ରାତିରେ ଦଶପଲ୍ଲା ଥାନା ଅଞ୍ଚଳରେ ୪୭ ନମ୍ବର ଜାତୀୟ ରାଜପଥର ରାଜପୁତ ଢାବା ସାମ୍ନାରେ ଘଟିଛି ଏହି ଦୁର୍ଘଟଣା।

କୌଣସି କାରଣରୁ ବିଦ୍ୟାଧରଙ୍କ କାର୍‌ ଷ୍ଟାର୍ଟ ନ ହେବାରୁ ସେ ଏହାକୁ ଠେଲୁ ଥିଲେ। ତେବେ ଏହି ସମୟରେ ପଛ ପଟୁ ଦ୍ରୁତ ଗତିରେ ଯାଉଥିବା ନୟାଗଡ଼ ସିଡିଏମଓଙ୍କ କାର୍‌ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ବେଳେ ସିଡିଏମଓ କାର୍‌ରେ ନ ଥିବା ବେଳେ ତାଙ୍କ  ଡ୍ରାଇଭର ଏହି କାଣ୍ଡ ଘଟାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଦୁର୍ଘଟଣାର ଶିକାର ବିଦ୍ୟାଧରଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣା ନେଇ ସିଡିଏମଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story