ମେଡିକାଲ ବାରଣ୍ଡାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମାମଲାରେ ଫାର୍ମାସିଷ୍ଟଙ୍କୁ କାର୍ଯ୍ୟରୁ ଅନ୍ତର

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସେହି ସମୟରେ ଡ୍ୟୁଟିରେ ଥିବା ଜଣେ ଫାର୍ମାସିଷ୍ଟଙ୍କୁ କାର୍ଯ୍ୟରୁ ଅନ୍ତର କରିଛନ୍ତି ଢେଙ୍କାନାଳ ସିଡିଏମ୍ଓ ସୁଜାତାରାଣୀ ମିଶ୍ର। ସେହିପରି ଜଣେ ଆୟୁଷ ଡାକ୍ତରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ କରାଯାଇଛି। କାର୍ଯ୍ୟାନୁଷ୍ଠାନ ପାଇଁ ଆୟୁଷ ନିର୍ଦ୍ଦେଶକଙ୍କୁ ସିଡିଏମ୍ଓ ସୁପାରିସ କରିଛନ୍ତି। କେବଳ ଏତିକି ନୁହେଁ, ଘଟଣାର ତଦନ୍ତ ପାଇଁ ସିଡିଏମ୍ଓଙ୍କ ନେତୃତ୍ୱରେ ଏକ କମିଟି ଗଠନ […]

dkl

dkl

Manoranjan Sial
  • Published: Wednesday, 16 September 2020
  • Updated: 16 September 2020, 09:43 PM IST

Sports

Latest News

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସେହି ସମୟରେ ଡ୍ୟୁଟିରେ ଥିବା ଜଣେ ଫାର୍ମାସିଷ୍ଟଙ୍କୁ କାର୍ଯ୍ୟରୁ ଅନ୍ତର କରିଛନ୍ତି ଢେଙ୍କାନାଳ ସିଡିଏମ୍ଓ ସୁଜାତାରାଣୀ ମିଶ୍ର। ସେହିପରି ଜଣେ ଆୟୁଷ ଡାକ୍ତରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ କରାଯାଇଛି। କାର୍ଯ୍ୟାନୁଷ୍ଠାନ ପାଇଁ ଆୟୁଷ ନିର୍ଦ୍ଦେଶକଙ୍କୁ ସିଡିଏମ୍ଓ ସୁପାରିସ କରିଛନ୍ତି। କେବଳ ଏତିକି ନୁହେଁ, ଘଟଣାର ତଦନ୍ତ ପାଇଁ ସିଡିଏମ୍ଓଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। କେଉଁ ପରିସ୍ଥିତିରେ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହେଲା? କାହିଁକି ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇନଥିଲା? ଏମିତି ଅନେକ ଦିଗକୁ ଧରି ଏହି କମିଟି ତଦନ୍ତ କରିବ।

ଅନୁଗୋଳ ଜିଲ୍ଲାର ଜଣେ ବ୍ୟକ୍ତି କରୋନା ଟେଷ୍ଟ କରିବାକୁ ଢେଙ୍କାନାଳ ମେଡ଼ିକାଲକୁ ଆସିଥିଲେ। ଟେଷ୍ଟର କିଛି ସମୟ ପରେ ସେ ପଜିଟିଭ ବୋଲି ଜାଣିବା ପରେ ହଠାତ ଟଳିପଡ଼ିଥିଲେ ମେଡ଼ିକାଲ୍ ପରିସରରେ। ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ପତ୍ନୀ ପମ୍ପିଂ କରିବାର ବିକଳ ଚିତ୍ର ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା।

ଏପରିକି ଡାକ୍ତର, ନର୍ସ ଓ ମେଡ଼ିକାଲ୍‌ କର୍ମଚାରୀଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ ମୃତକଙ୍କ ପତ୍ନୀ ଓ ସମ୍ପର୍କୀୟ। କିନ୍ତୁ କେହି ବି ସେହି ସଙ୍କଟ ସମୟରେ ସାହାଯ୍ୟ କରିନଥିଲେ ବୋଲି ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story