ଓପିଡି ନ ଯାଇ ଘରେ ରୋଗୀ ଦେଖୁଥିଲେ ଡାକ୍ତର, ପହଞ୍ଚିଗଲେ ସିଡିଏମ୍‌ଓ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଓପିଡି ନ ଯାଇ ସେହି ସମୟରେ ସରକାରୀ କ୍ୱାର୍ଟର୍ସରେ ଦେଖୁଥିଲେ ରୋଗୀ। ରୋଗୀ ପିଛା ନେଉଥିଲେ ୩ଶହ ଟଙ୍କା । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଦୀକ୍ଷିତଙ୍କ ରୋଗୀ ସେବା ସମୟରେ ଏପରି ଭାବେ ବେପାର ଚଳାଇଥିବା ବେଳେ ଆଜି ତାଙ୍କ କ୍ଲିନିକ ଉପରେ ଚଢ଼ାଉ କରିଥିଲେ ସିଡିଏମ୍‌ଓ । ଆଜି ପ୍ରାୟ ସକାଳ ସାଢେ ୭ଟା ପରେ ଡାକ୍ତର ଆଶିଷ ଦୀକ୍ଷିତଙ୍କ ସରକାରୀ କ୍ୱାର୍ଟର୍ସ ସମ୍ମୁଖରେ ଦେଖିବାକୁ […]

nayagarh

nayagarh

Niharika Rout
  • Published: Monday, 25 April 2022
  • Updated: 25 April 2022, 12:51 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଓପିଡି ନ ଯାଇ ସେହି ସମୟରେ ସରକାରୀ କ୍ୱାର୍ଟର୍ସରେ ଦେଖୁଥିଲେ ରୋଗୀ। ରୋଗୀ ପିଛା ନେଉଥିଲେ ୩ଶହ ଟଙ୍କା । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଦୀକ୍ଷିତଙ୍କ ରୋଗୀ ସେବା ସମୟରେ ଏପରି ଭାବେ ବେପାର ଚଳାଇଥିବା ବେଳେ ଆଜି ତାଙ୍କ କ୍ଲିନିକ ଉପରେ ଚଢ଼ାଉ କରିଥିଲେ ସିଡିଏମ୍‌ଓ ।

ଆଜି ପ୍ରାୟ ସକାଳ ସାଢେ ୭ଟା ପରେ ଡାକ୍ତର ଆଶିଷ ଦୀକ୍ଷିତଙ୍କ ସରକାରୀ କ୍ୱାର୍ଟର୍ସ ସମ୍ମୁଖରେ ଦେଖିବାକୁ ମିଳିଥିଲା ଅସମ୍ଭବ ଭିଡ଼ । ପ୍ରାୟ ୧୦୦ ପାଖାପାଖି ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ଉକ୍ତ ସମୟରେ ସିଡିଏମ୍‌ଓ ମକରନ୍ଦ ବେଉରା ପୁଲିସ୍‌ ଟିମ୍‌ ସହ ହଠାତ୍‌ ଡାକ୍ତରଙ୍କ କ୍ଲିନିକ ଉପରେ ଚଢ଼ାଉ କରିଥିଲେ। ଉକ୍ତ କ୍ଲିନିକରେ କାର୍ଯ୍ୟରତ ଡାକ୍ତରଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମେଡିକାଲ ଫାଣ୍ଡିରେ ଅଟକ ରଖିଛି ପୁଲିସ୍‌ l

ଏନେଇ ସିଡିଏମ୍‌ଓ କହିଛନ୍ତି, ସରକାରୀ ଡାକ୍ତରଖାନାରେ ସେବା ପ୍ରଥମ । ତା’ ପରେ ଘରୋଇ ଚିକିତ୍ସା କରିପାରିବେ ଡାକ୍ତର । ହେଲେ ଡା. ଦୀକ୍ଷିତଙ୍କର ଓପିଡି ଲିଷ୍ଟରେ କେବେ ବି ନାଁ ନାହିଁ।  ଡାକ୍ତରଜଣକ ଓପିଡି ଆସୁ ନ ଥିବା ଅଭିଯୋଗ ହେଉଥିବା ବେଳେ ଉକ୍ତ ସମୟରେ ସେ ଘରେ ରୋଗୀ ଦେଖୁଛନ୍ତି। ସରକାର ଡାକ୍ତରଖାନାରେ ରୋଗୀ ଚିକିତ୍ସିତ ନ ହୋଇ କ୍ୟାମ୍ପସରେ ଘରୋଇ ଭାବେ ଚିକିତ୍ସିତ ହେବା ସମୀଚିନ ନୁହେଁ ।

ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ବୋଲି କହିଛନ୍ତି ସିଡିଏମ୍‌ଓ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story