କୋଣାର୍କକୁ ପାସୋରି ଦେଲା କେନ୍ଦ୍ର ! ତାଲିକାରେ ପୁରୀ ଶ୍ରୀମନ୍ଦିର ବି ନାହିଁ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନ ସ୍ଥଳୀରେ ଓଡ଼ିଶାର କୌଣସି ଗୋଟିଏ ବି ସ୍ଥାନ ନ ପାଇବାକୁ ନେଇ ସବୁ ମହଲରେ ଉଦ୍‌ବେଗ। ବିଶ୍ୱ ଐତିହ୍ୟ ମାନଚିତ୍ରରେ କୋଣାର୍କ ସ୍ଥାନ ପାଇଥିଲେ ବି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଆଇକନିକ ଟୁରିଷ୍ଟ ଡେଷ୍ଟିନେସନରୁ ଏହା କିଭଳି ବାଦ୍ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି। ହୋଟେଲ୍ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍ ଏହାର ପ୍ରତିବାଦ କରିଥିବା ବେଳେ କେନ୍ଦ୍ରର ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ସରକାର। […]

konark-

konark-

Tapas Behera
  • Published: Monday, 08 July 2019
  • Updated: 08 July 2019, 09:18 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନ ସ୍ଥଳୀରେ ଓଡ଼ିଶାର କୌଣସି ଗୋଟିଏ ବି ସ୍ଥାନ ନ ପାଇବାକୁ ନେଇ ସବୁ ମହଲରେ ଉଦ୍‌ବେଗ। ବିଶ୍ୱ ଐତିହ୍ୟ ମାନଚିତ୍ରରେ କୋଣାର୍କ ସ୍ଥାନ ପାଇଥିଲେ ବି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଆଇକନିକ ଟୁରିଷ୍ଟ ଡେଷ୍ଟିନେସନରୁ ଏହା କିଭଳି ବାଦ୍ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି।

ହୋଟେଲ୍ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍ ଏହାର ପ୍ରତିବାଦ କରିଥିବା ବେଳେ କେନ୍ଦ୍ରର ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ସରକାର। ଏପଟେ ପ୍ରସଙ୍ଗକୁ ନେଇ ରାଜନୀତି ବି ତେଜିବାରେ ଲାଗିଛି।

କୋଣାର୍କର ସୂର୍ଯ୍ୟମନ୍ଦିର। କଳା କାରିଗରୀରେ ଉତ୍କର୍ଷତାର ଅନ୍ୟ ନାଁ। ବିଶ୍ୱ ଐତିହ୍ୟ ମାନଚିତ୍ରରେ ବି ସ୍ଥାନ ପାଇଛି ଉତ୍କଳର ଏ ଆଶ୍ଚର୍ଯ୍ୟ।  ହେଲେ ଭାରତର ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ତାଲିକାରେ ନାହିଁ କୋଣାର୍କ।

ସେମିତି ଏସିଆର ସର୍ବବୃହତ ଲୁଣି ହ୍ରଦ ତଥା ଅପାସୋରା ସୌନ୍ଦର୍ଯ୍ୟର ଭଣ୍ଡାର ଚିଲିକା ଓ ଜାତୀୟ ଉଦ୍ୟାନ ଶିମିଳିପାଳ, ଏପରିକି ବିଶ୍ୱର କୋଣ ଅନୁକୋଣର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଜଗନ୍ନାଥ ଧାମ ପୁରୀକୁ ବି ପାସୋରି ଯାଇଛି କେନ୍ଦ୍ର। ସେହିପରି ବୁଦ୍ଧିଷ୍ଟ ସର୍କିଟ ଭାବେ ଜଣାଶୁଣା ଲଳିତଗିରି, ରତ୍ନଗିରି ଓ ଉଦୟଗିରିକୁ ବି ଅଣଦେଖା କରାଯାଇଛି।

୧୭ଟି ପର୍ଯ୍ୟଟନ ସ୍ଥଳୀର ତାଲିକାରେ ଅଛି ତାଜ୍‌ମହଲ, ଫତେଫୁରସିକ୍ରି, ଅଜନ୍ତା-ଏଲୋରା ଓ ହୁମାୟୁନ ଟମ୍ବ ପରି ପର୍ଯ୍ୟଟନ ସ୍ଥଳୀ। ଏସବୁର ବିକାଶ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ଯୋଜନା ପ୍ରସ୍ତୁତ କରିବେ, ଯେଉଁଥିରେ ଫୋକସରେ ରହିବ ଯୋଗାଯୋଗ ଓ ପର୍ଯ୍ୟଟକଙ୍କ ପାଇଁ ଅଧିକ ସୁବିଧା ସୁଯୋଗ। ତେବେ ଏଥିରେ ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥଳୀ ସ୍ଥାନ ନପାଇବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story