ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳି ପାଇଁ ଓଡ଼ିଶା ପ୍ରସ୍ତୁତ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସମ୍ୱଲପୁର ଏବଂ ଝାରସୁଗୁଡା ଆଇସିଏଆଇ ଶାଖା ପକ୍ଷରୁ ଆୟୋଜିତ ଭିଏସଏମ ସିରିଜର ସିଏ: ଦି କାଟାଲିଷ୍ଟ – ଲର୍ଣ୍ଣିଂ, ଅନଲର୍ଣ୍ଣିଂ ଏବଂ ରିଲର୍ଣ୍ଣି କାର୍ଯ୍ୟକ୍ରମରେ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ଅମାପ ଖଣିଜ ସମ୍ପଦ ଭରପୂର ଓଡିଶା ବିଶ୍ୱ ବଜାରରେ ଆଗାମୀ ଦିନର ସମ୍ଭାବନାକୁ ଉପଯୋଗ କରିବାକୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଅଛି। ଓଡ଼ିଶାରେ ମାତ୍ରାଧିକ ଆଇରନ, କୋଇଲା, ବତ୍ତସାଇଟ, କ୍ରୋମାଇଟ ଗଚ୍ଛିତ ହୋଇ ରହିଛି ଏବଂ ଦେଶକୁ […]

Dharmendra Pradhan

Dharmendra Pradhan

Tapas Behera
  • Published: Monday, 21 December 2020
  • Updated: 21 December 2020, 08:56 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସମ୍ୱଲପୁର ଏବଂ ଝାରସୁଗୁଡା ଆଇସିଏଆଇ ଶାଖା ପକ୍ଷରୁ ଆୟୋଜିତ ଭିଏସଏମ ସିରିଜର ସିଏ: ଦି କାଟାଲିଷ୍ଟ - ଲର୍ଣ୍ଣିଂ, ଅନଲର୍ଣ୍ଣିଂ ଏବଂ ରିଲର୍ଣ୍ଣି କାର୍ଯ୍ୟକ୍ରମରେ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ଅମାପ ଖଣିଜ ସମ୍ପଦ ଭରପୂର ଓଡିଶା ବିଶ୍ୱ ବଜାରରେ ଆଗାମୀ ଦିନର ସମ୍ଭାବନାକୁ ଉପଯୋଗ କରିବାକୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଅଛି।

ଓଡ଼ିଶାରେ ମାତ୍ରାଧିକ ଆଇରନ, କୋଇଲା, ବତ୍ତସାଇଟ, କ୍ରୋମାଇଟ ଗଚ୍ଛିତ ହୋଇ ରହିଛି ଏବଂ ଦେଶକୁ ଅଧିକ ରପ୍ତାନୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଇସ୍ପାତ ଓ ଆଲୁମିନିୟମ ଓଡ଼ିଶାରେ ଅଧିକ ମାତ୍ରାରେ ଉତ୍ପାଦନ ହେଉଛି। ଏହି ସବୁ ସାମଗ୍ରୀକୁ ଗ୍ଲୋବାଲ ଚେନରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଆତ୍ମ ନିର୍ଭର ଭାରତ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ବିଦେଶରୁ ଯେଉଁ କ୍ୟାପିଟାଲର ଅଭିବୃଦ୍ଧି ହେବ ଏହା ଦ୍ୱାରା ଭାରତ ବିଶ୍ୱରେ ସବୁଠୁ ଅଧିକ ଲାଭ ପାଇବ । ଏହି ଲାଭ ମଧ୍ୟରେ ଦେଶର ସବୁଠୁ ଲାଭ ପାଇବା ମଧ୍ୟରେ ରହିବ ଓଡ଼ିଶା। କାରଣ ଓଡ଼ିଶାର ସ୍ୱତନ୍ତ୍ର ଭୌଗଳିକ ଅବସ୍ଥିତି ସହ କଂଚାମାଲ ଏବଂ ପରିଶ୍ରମୀ ମାନବ ସମ୍ୱଳର ବଡ ସୁଯୋଗ ଓଡ଼ିଶା ପାଖରେ ହିଁ ରହିଛି। ତେବେ ଏହି ସବୁ ବିଷୟକୁ ସାମାଜରେ ଉଦ୍ୟୋଗୀଙ୍କ ପର୍ଯ୍ୟନ୍ତ କାଟାଲିଷ୍ଟ ଭାବେ ପହଁଚାଇବାର କାମ ଚାଟାର୍ଡ ଆକାଉଣ୍ଟାମାନଙ୍କର ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶା କୃଷି କ୍ଷେତ୍ରରେ ସମୃଦ୍ଧ। କୃଷି କ୍ଷେତ୍ରରେ ଓଡ଼ିଶା ନିଜକୁ ନିଜେ ବହୁତ ମଜଭୁତ। ଓଡ଼ିଶାର ଧାନ, ଗହମ, ପନିପରିବା ହେଉ କିମ୍ୱା ଦୁଗ୍ଧ, ସାମୁଦ୍ରିକଜାତ ଖାଦ୍ୟ ସାମଗ୍ରୀ ଅର୍ଥନୀତି ପାଇଁ ଏକ ଭଲ ରାଜ୍ୟ। ଏହାକୁ ବାଣିଜ୍ୟିକ ପ୍ଲାଟଫର୍ମରେ ନେବାକୁ ପଡ଼ିବ ଓ ଖାଦ୍ୟ ପ୍ରକ୍ରିୟାକରଣ ସହ ଯୋଡ଼ିବାକୁ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story