ବନ୍ୟା କ୍ଷୟକ୍ଷତି ଦେଖିଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାରେ ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଆଜି ପ୍ରଥମ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ, ପଟ୍ଟାମୁଣ୍ଡାଇ, ଆଳି ଏବଂ ରାଜକନିକା ବ୍ଲକରେ କ୍ଷୟକ୍ଷତି ବୁଲି ଦେଖିଛନ୍ତି । ସେହିପରି ଅନ୍ୟ ଏକ ଟିମ୍ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କୋଠାର, ବୟାଙ୍ଗଡ଼ିହି, ଛନ୍ଦାସାହି, ଲେଞ୍ଜରା ଆଦି ଅଞ୍ଚଳରେ ବୁଲିଛନ୍ତି । ସେଣ୍ଟ୍ରାଲ ଟିମ ସହ ଭଦ୍ରକ ଜିଲ୍ଲାପାଳ ଓ […]

flood

flood

Tapas Behera
  • Published: Wednesday, 16 September 2020
  • Updated: 16 September 2020, 07:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାରେ ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଆଜି ପ୍ରଥମ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ, ପଟ୍ଟାମୁଣ୍ଡାଇ, ଆଳି ଏବଂ ରାଜକନିକା ବ୍ଲକରେ କ୍ଷୟକ୍ଷତି ବୁଲି ଦେଖିଛନ୍ତି । ସେହିପରି ଅନ୍ୟ ଏକ ଟିମ୍ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କୋଠାର, ବୟାଙ୍ଗଡ଼ିହି, ଛନ୍ଦାସାହି, ଲେଞ୍ଜରା ଆଦି ଅଞ୍ଚଳରେ ବୁଲିଛନ୍ତି ।

ସେଣ୍ଟ୍ରାଲ ଟିମ ସହ ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସାମିଲ ଥିଲେ । ଏହି ଦୁଇ ଜିଲ୍ଲାର ବନ୍ୟାଞ୍ଚଳ ବୁଲି ଦେଖିବା ସହ ବନ୍ୟା ବିପନ୍ନ, ଚାଷୀ ଏବଂ ସ୍ଥାନୀୟ ଲୋକଙ୍କ ଆଲୋଚନା କରି କ୍ଷୟକ୍ଷତି ନେଇ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହକ କଥା ହୋଇଛନ୍ତି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ଯାଜପୁର ଓ ପୁରୀ ଜିଲ୍ଲା ଗସ୍ତ କରିବ । ସେଠାରୁ ଭୁବନେଶ୍ୱର ଫେରି ମୁଖ୍ୟ ଶାସନ ସଚିବଙ୍କ ସହ କ୍ଷୟକ୍ଷତି ନେଇ ଆ ଲୋଚନା କରିବେ । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଓଡ଼ିଶା ଅ୍ଧସିଛି । ଟିମରେ କୃଷି ଓ କୃଷକ କଲ୍ୟାଣ, ଜଳ ସଂପଦ, ଭୂପୃଷ୍ଠ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ଏବଂ ଅର୍ଥ ମନ୍ତ୍ରାଳୟର ସଦସ୍ୟ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story