ଯାଜପୁର ଓ ପୁରୀ ବନ୍ୟା ଅଂଚଳ ଦେଖିଲା କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ୍ ଆଜି ଯାଜପୁର ଓ ପୁରୀ ଜିଲ୍ଲା ଗସ୍ତ କରି ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିଛି । ଗୋଟିଏ ଟିମ୍ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଓ ବରୀ ବ୍ଲକ ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛି । ଗତକାଲି ଭଦ୍ରକ ଯାଇଥିବା ଟିମ୍ଟି ଅପରାହ୍ଣରେ ଫେରି ଯାଜପୁରରେ ପହଞ୍ଚିଥିଲା । ଯାଜପୁର ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ତାପରେ ରସୁଲପୁର ବ୍ଲକ […]

flood-paradip-2-1..

flood-paradip-2-1..

Tapas Behera
  • Published: Thursday, 17 September 2020
  • Updated: 17 September 2020, 05:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ୍ ଆଜି ଯାଜପୁର ଓ ପୁରୀ ଜିଲ୍ଲା ଗସ୍ତ କରି ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିଛି । ଗୋଟିଏ ଟିମ୍ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଓ ବରୀ ବ୍ଲକ ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛି । ଗତକାଲି ଭଦ୍ରକ ଯାଇଥିବା ଟିମ୍ଟି ଅପରାହ୍ଣରେ ଫେରି ଯାଜପୁରରେ ପହଞ୍ଚିଥିଲା । ଯାଜପୁର ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ତାପରେ ରସୁଲପୁର ବ୍ଲକ ଯାଇ ଲଙ୍କାବାଲିସାହି ଘାଇ ବୁଲି ଦେଖିଥିଲେ । ଏହାପରେ ଯାଜପୁର ଫେରି ରାତି କଟାଇଥିଲେ । ଆଜି ସକାଳୁ ବିଞ୍ଝାପୁର ବ୍ଲକର ବନ୍ୟା ଅଞ୍ଚଳ ବୁଲି ଦେଖିଥିଲେ ।

ପରେ ସେଠାରୁ ବରୀ ବ୍ଲକ ଗସ୍ତ କରିଛନ୍ତି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିବାବେଳେ କେନ୍ଦ୍ରୀୟ ଟିମ୍ ଚାଷୀ ଓ କ୍ଷତିଗ୍ରସ୍ତ ଲୋକଙ୍କ ସହ ଆ ଲୋଚନା କରିଛନ୍ତି । ସେପଟେ ପୁରୀରେ ଥିବା ଟିମ୍ ସକାଳେ ସର୍କିଟ ହାଉସରେ ଜିଲ୍ଲା ପ୍ରଶାସନ ସହ ବୈଠକ କରି ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି । କଣାସ ଗସ୍ତ କରି ବନ୍ୟାରେ କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ ପିପିଲି ଗସ୍ତ କରି ଅନୁଧ୍ୟାନ କରିଛି । ବିଶେଷ କରି ବନ୍ୟା ଦ୍ୱାରାକ୍ଷତିଗ୍ରସ୍ତ ହୋଇଥିବା ବନ୍ଧବାଡ଼, କେନାଲ ଓ ରାସ୍ତା ସବୁ ବୁଲି ଦେଖିଛନ୍ତି ଏହାସହ ବନ୍ୟାଞ୍ଚଳରେ ଚାଷ କ୍ଷୟକ୍ଷତିର ଆକଳନ କରିଛି ଟିମ୍ ।

ସେଠାରୁ ଭୁବନେଶ୍ୱର ଫେରି ମୁଖ୍ୟ ଶାସନ ସଚିବଙ୍କ ସହ କ୍ଷୟକ୍ଷତି ନେଇ ଆ ଲୋଚନା କରିବେ । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଓଡ଼ିଶା ଆସିଛି । ଟିମ୍ ରେକୃଷି ଓ କୃଷକ କଲ୍ୟାଣ, ଜଳ ସଂପଦ, ଭୂପୃଷ୍ଠ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ଏବଂ ଅର୍ଥ ମନ୍ତ୍ରାଳୟର ସଦସ୍ୟ ଅଛନ୍ତି । ଏହା ପୂର୍ବରୁ ଗତକାଲି କେନ୍ଦ୍ରୀୟ ଟିମ୍ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story