ଗୁରୁପ୍ରିୟା ସେତୁ ଯାଞ୍ଚ ପାଇଁ ଦିଲ୍ଲୀରୁ ଆସିଲେ ସାତ ଜଣିଆ ଟିମ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳ ସହିତ ମାଲକାନଗିରିକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁର ଯାଞ୍ଚ କରିବାକୁ ଦିଲ୍ଲୀରୁ ଆସିଛନ୍ତି ସାତ ଜଣିଆ ଟିମ୍। ନୂଆଦିଲ୍ଲୀର ଥିବା CENTRAL ROAD RESEARCH INSTITUTE ର ଏହି ସାତ ଜଣିଆ ଟିମ୍ ଗୁରୁପ୍ରିୟା ସେତୁର ସୁରକ୍ଷା ଯାଞ୍ଚ କରିବ। ତିନି ଦିନ ଧରି ଯାଞ୍ଚ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ। ଏହି ଟିମ୍ ରିପୋର୍ଟ ପ୍ରଦାନ କରିବା ପରେ ଗୁରୁପ୍ରିୟା ସେତୁର ଉଦ୍‌ଘାଟନ ପାଇଁ ପ୍ରକ୍ରିୟା ଆରମ୍ଭ […]

CENTRAL ROAD RESEARCH INSTITUTE

CENTRAL ROAD RESEARCH INSTITUTE

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 09:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳ ସହିତ ମାଲକାନଗିରିକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁର ଯାଞ୍ଚ କରିବାକୁ ଦିଲ୍ଲୀରୁ ଆସିଛନ୍ତି ସାତ ଜଣିଆ ଟିମ୍। ନୂଆଦିଲ୍ଲୀର ଥିବା CENTRAL ROAD RESEARCH INSTITUTE ର ଏହି ସାତ ଜଣିଆ ଟିମ୍ ଗୁରୁପ୍ରିୟା ସେତୁର ସୁରକ୍ଷା ଯାଞ୍ଚ କରିବ। ତିନି ଦିନ ଧରି ଯାଞ୍ଚ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ। ଏହି ଟିମ୍ ରିପୋର୍ଟ ପ୍ରଦାନ କରିବା ପରେ ଗୁରୁପ୍ରିୟା ସେତୁର ଉଦ୍‌ଘାଟନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ କହିଛନ୍ତି।

ସେତୁର ନିର୍ମାଣ ଶେଷ ହେବା ପରେ ଟ୍ରାଏଲ୍ ରନ୍ କରାଯାଇଛି। ମାଓବାଦୀ ଅଧ୍ୟୁଷିତ ତଥା ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ ପାଇଁ ନିର୍ମାଣ ହୋଇଥିବା ଏହି ଗୁରୁପ୍ରିୟା ସେତୁ କାମ ଚାଲିଥିବାବେଳେ ଅନେକ ଥର ଅଘଟଣ ଘଟିଥିଲା। କେତେବେଳେ ଗାର୍ଡର ଖସି ପଡ଼ିଥିଲା ତ ଆଉ କେତେବେଳେ ପିଲର ଢ଼ଳି ପଡ଼ିବା ପରି ଅଭିଯୋଗ ଆସିଥିଲା। ତେଣୁ ତୃତୀୟ ପକ୍ଷ ଦ୍ୱାରା ଗୁରୁପ୍ରିୟା ସେତୁର ଯାଞ୍ଚ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଯାଞ୍ଚ ସମୟରେ ଯଦି କିଛି ତ୍ରୁଟି ବିଚ୍ୟୁତି ଦେଖାଦିଏ, ତେବେ ତାକୁ ସୁଧାରିବା ପରେ ଉଦ୍‌ଘାଟନ କରାଯିବ ବୋଲି ପୂର୍ତ୍ତ ସଚିବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story