ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଠିକଣାରେ କେନ୍ଦ୍ରୀୟ ଟିମର ରେଡ

ପଦ୍ମପୁର(ଓଡ଼ିଶା ରିପୋର୍ଟର): ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପଦ୍ମପୁରରେ ‌ଆଜି ହଠାତ୍‌ କେନ୍ଦ୍ରୀୟ ଟିମ୍‌ର ରେଡ୍‌ ହୋଇଛି। ୩ ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଜେଡିର ୩ ପୁରୁଖା କର୍ମୀଙ୍କ ଘରେ ଆୟକର ବିଭାଗ ଛାନଭିନ ଆରମ୍ଭ କରିଛି। ଘର ଭିତରେ ରେଡ୍‌ ଚାଲିଥିବା ବେଳେ ବାହାରେ ଏକେ ୪୭ ରାଇଫଲ ସହ ସିଆରପିଏଫ ଯବାନମାନେ ରହିଛନ୍ତି। ଘର ଭିତରୁ କାହାକୁ ବାହାରକୁ ଛଡ଼ା ଯାଉନି କିମ୍ବା ବାହାର ଲୋକଙ୍କୁ ଭିତରକୁ ଯିବାକୁ ଅନୁମତି ମିଳୁନି। ବହିଦାରପଡ଼ାର […]

raid

raid

Hemant Lenka
  • Published: Monday, 28 November 2022
  • Updated: 28 November 2022, 10:16 AM IST

Sports

Latest News

ପଦ୍ମପୁର(ଓଡ଼ିଶା ରିପୋର୍ଟର): ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପଦ୍ମପୁରରେ ‌ଆଜି ହଠାତ୍‌ କେନ୍ଦ୍ରୀୟ ଟିମ୍‌ର ରେଡ୍‌ ହୋଇଛି। ୩ ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଜେଡିର ୩ ପୁରୁଖା କର୍ମୀଙ୍କ ଘରେ ଆୟକର ବିଭାଗ ଛାନଭିନ ଆରମ୍ଭ କରିଛି। ଘର ଭିତରେ ରେଡ୍‌ ଚାଲିଥିବା ବେଳେ ବାହାରେ ଏକେ ୪୭ ରାଇଫଲ ସହ ସିଆରପିଏଫ ଯବାନମାନେ ରହିଛନ୍ତି। ଘର ଭିତରୁ କାହାକୁ ବାହାରକୁ ଛଡ଼ା ଯାଉନି କିମ୍ବା ବାହାର ଲୋକଙ୍କୁ ଭିତରକୁ ଯିବାକୁ ଅନୁମତି ମିଳୁନି।

ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ଏକକାଳୀନ ରେଡ୍ କରାଯାଉଛି। ଆୟକର ବିଭାଗ ପକ୍ଷରୁ ଏକାଧିକ ଟିମ ରେଡରେ ସାମିଲ ଅଛନ୍ତି। ବହିଦାରପଡ଼ାରେ ଥିବା ମହମ୍ମଦ ସାଜିଦଙ୍କ ଦୁଇଟି ଯାକ ଘରେ ଏକକାଳୀନ ରେଡ୍‌ କରାଯାଇଛି। ତେବେ ରେଡ୍‌ କ’ଣ ପାଇଁ କରାଯାଉଛି, ସେ ବିଷୟରେ କେହି ବି ମୁହଁ ଖୋଲି ନାହାନ୍ତି।

ସ୍ଥାନୀୟ ପୁଲିସ୍‌ର ବିନା ସହାୟତାରେ ଆୟକର ବିଭାଗ ଏପରି ରେଡ୍‌ କରିଛି। ପ୍ରଥମେ ମହମ୍ମଦ ସାଜିଦଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଅଧିକାରୀମାନେ ଗୋଟିଏ ଅଜ୍ଞାତ ସ୍ଥାନକୁ ନେଇଥିଲେ। କିଛି ସମୟ ପରେ ପୁଣି ତାଙ୍କୁ ସାଙ୍ଗରେ ନେଇ ଘରକୁ ଆସୁଥିଲେ। ଏହାପରେ ଘର ଭିତରେ ଅଧିକାରୀମାନେ ବିଭିନ୍ନ ପ୍ରକାରର କାଗଜପତ୍ର ଯାଞ୍ଚ କରୁଛନ୍ତି।

ମହମ୍ମଦ ସାଜିଦ, ମାନଭଞ୍ଜନ ସାହୁ ଓ ଗଜୁ ଅଗ୍ରୱାଲ ହେଉଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ। ତେଣୁ କୌଣସି ଆର୍ଥିକ ଅନିୟମିତତା ଅଭିଯୋଗରେ ଆୟକର ବିଭାଗ ରେଡ୍‌ କରିଥିବା କୁହାଯାଉଛି। ବର୍ତ୍ତମାନ ମଧ୍ୟ ରେଡ୍‌ ଚାଲିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story