‘ଫୋନି’ ପାଇଁ ୪ ରାଜ୍ୟକୁ ଆଗୁଆ ସହାୟତା; ଓଡ଼ିଶାକୁ ସର୍ବାଧିକ ୩୪୦ କୋଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଡ଼ିଆସୁଛି ବାତ୍ୟା ‘ଫୋନି’। ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଓଡ଼ିଶା ସମେତ ୫ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରାଳୟର ଏନ୍‌ଇଆର୍‌ସି ପକ୍ଷରୁ ଆଡ୍‌ଭାଇଜାରୀ ଜାରି କରାଯାଇ ସ୍ଥିତି ଉପରେ ନଜର ରଖିବା ସହ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଏହା ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗ ପାଇଁ ଆଗୁଆ ସହାୟତା ରାଶି […]

fani

fani

Jitendra Garnayak
  • Published: Tuesday, 30 April 2019
  • Updated: 30 April 2019, 01:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଡ଼ିଆସୁଛି ବାତ୍ୟା ‘ଫୋନି’। ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଓଡ଼ିଶା ସମେତ ୫ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରାଳୟର ଏନ୍‌ଇଆର୍‌ସି ପକ୍ଷରୁ ଆଡ୍‌ଭାଇଜାରୀ ଜାରି କରାଯାଇ ସ୍ଥିତି ଉପରେ ନଜର ରଖିବା ସହ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଏହା ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗ ପାଇଁ ଆଗୁଆ ସହାୟତା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନ୍ୟାସ୍‌ନାଲ୍‌ କ୍ରାଏସିସ୍ ମ୍ୟାନେଜ୍‌ମେଣ୍ଟ୍ କମିଟି (ଏନ୍‌ସିଏମ୍‌ସି)ର ନିଷ୍ପତ୍ତିକ୍ରମେ ସ୍ୱରାଷ୍ଟ ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧୀନରେ ଥିବା ଏସ୍‌ଡିଆର୍‌ଏଫ୍‌ (ଷ୍ଟେଟ୍‌ ଡିଜାଷ୍ଟର ରେସ୍‌ପନ୍ସ ଫଣ୍ଡ୍‌)ରୁ ଏହି ଆଗୁଆ ସହାୟତା ରାଶି ପ୍ରଦାନ କରାଯିବ। ଏହି ଚାରି ରାଜ୍ୟକୁ ଏସ୍‌ଡିଆର୍‌ଏଫ୍‌ରୁ ମୋଟ ୧୦୮୬ କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାକୁ ସର୍ବାଧିକ ୩୪୦.୮୭୫ କୋଟି ଟଙ୍କା ଦେବାକୁ କୁହାଯାଇଛି। ସୂଚନାଯୋଗ୍ୟ, ‘ଫୋନି’ର ପ୍ରଭାବ ଓଡ଼ିଶାରେ ସବୁଠୁ ଅଧିକ ପଡ଼ିବ ବୋଲି ଆଶଙ୍କା କରାଯାଉଛି।

ସ୍ୱରାଷ୍ଟ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ଆନ୍ଧ୍ର ପ୍ରଦେଶକୁ ୨୦୦.୨୫ କୋଟି, ତାମିଲନାଡୁକୁ ୩୦୯.୩୭୫ ଓ ପଶ୍ଚିମବଙ୍ଗକୁ ୨୩୫.୫୦ କୋଟି ଦିଆଯିବ।

‘ଫୋନି’ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଓ ରିଲିଫ୍ କାର୍ଯ୍ୟ ପାଇଁ ଏହି ଅନୁଦାନ ଦିଆଯିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story