ଓଡ଼ିଶାରେ ଖୋଲିବ ଆଉ ୩ଟି ଇଏସଆଇସି ହସ୍ପିଟାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଉ ୩ଟି ଇଏସଆଇସି ହସ୍ପିଟାଲ ଖୁବଶୀଘ୍ର ସ୍ଥାପନ ହେବ ବୋଲି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଘୋଷଣା କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲା ବଳରାମପ୍ରସାଦରେ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ) ଡାକ୍ତରଖାନା ଓ ଝାରସୁଗୁଡ଼ାଠାରେ ଇଏସଆଇସିର ଉପ-ଆଂଚଳିକ କାର୍ଯ୍ୟାଳୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଲୋକାର୍ପଣ କରିବା ବେଳେ ଏହି ସୂଚନା ଦିଆଯାଇଛି। ଇଏସଆଇସି ହସ୍ପିଟାଲ ଲୋକାର୍ପଣ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ […]

ESIC

ESIC

Ordigital Desk
  • Published: Wednesday, 15 June 2022
  • Updated: 15 June 2022, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଉ ୩ଟି ଇଏସଆଇସି ହସ୍ପିଟାଲ ଖୁବଶୀଘ୍ର ସ୍ଥାପନ ହେବ ବୋଲି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଘୋଷଣା କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲା ବଳରାମପ୍ରସାଦରେ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ) ଡାକ୍ତରଖାନା ଓ ଝାରସୁଗୁଡ଼ାଠାରେ ଇଏସଆଇସିର ଉପ-ଆଂଚଳିକ କାର୍ଯ୍ୟାଳୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଲୋକାର୍ପଣ କରିବା ବେଳେ ଏହି ସୂଚନା ଦିଆଯାଇଛି।
ଇଏସଆଇସି ହସ୍ପିଟାଲ ଲୋକାର୍ପଣ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୮ବର୍ଷ ମଧ୍ୟରେ ଦେଶ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଥିବାବେଳେ ଅନୁଗୋଳଠାରେ ଇଏସଆଇସି ହସ୍ପିଟାଲ ଉଦଘାଟନ ଏଥିମଧ୍ୟରୁ ଅନ୍ୟତମ । ଅନୁଗୋଳ ଓ ଝାରସୁଗୁଡ଼ାଠାରେ ଅନେକ ଉଦ୍ୟୋଗ ରହିଛି ଓ ଶ୍ରମ ଶକ୍ତି ସଂଖ୍ୟା ମଧ୍ୟ ଅଧିକ । ତେଣୁ ଏସବୁ ଲୋକମାନଙ୍କର ସୁସ୍ଥତା ହେଉଛି ସରକାରଙ୍କ ଦାୟିତ୍ୱ ଓ ଏହି ଇଏସଆଇସି ହସ୍ପିଟାଲ ଓ ଉପଆଂଚଳିକ କାର୍ଯ୍ୟାଳୟ ମାଧ୍ୟମରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଇପାରିବ।
ସେହିପରି କେନ୍ଦ୍ର ଶ୍ରମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ଯେ, ଏହି ଇଏସଆଇସି ହସ୍ପିଟାଲ ମାଧ୍ୟମରେ ସୁପର ସ୍ପେଶାଲିଷ୍ଟ ସେବା ସମେତ ଅନୁଗୋଳ ଓ ଆଖପାଖ ଅଂଚଳର ୩ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଏହାସହିତ ଝାରସୁଗୁଡ଼ାସ୍ଥିତ ଉପ ଆଂଚଳିକ କାର୍ଯ୍ୟାଳୟ ମାଧ୍ୟମରେ ଓଡ଼ିଶାର ୧୩ଟି ଜିଲ୍ଲାର ୨ଲକ୍ଷ କର୍ମଚାରୀ ଉପକୃତ ହେବେ । ଭୁବନେଶ୍ୱର, ଯାଜପୁରର ଡୁବୁରି ଓ ପାରାଦୀପଠାରେ ଆଉ ୩ଟି ଇଏସଆଇସି ହସ୍ପିଟାଲ ସ୍ଥାପନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଭୁବନେଶ୍ୱରରେ ୧୫୦ ଶଯ୍ୟା ବିଶିଷ୍ଟ, ଯାଜପୁର ଜିଲ୍ଲା ଡ଼ୁବୁରି ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏବଂ ପାରାଦୀପରେ ୩୦ ଶଯ୍ୟା ବିଶିଷ୍ଟ ଇଏସଆଇସି ହସ୍ପିଟାଲ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।
ଏହି ଲୋକାର୍ପଣ ଉତ୍ସବରେ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ସ୍ଥାନୀୟ ସାଂସଦ ଓ ବିଧାୟକ, ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story