ଅଭୟାରଣ୍ୟରେ ପଶିପାରେ କରୋନା, ସତର୍କ କଲା ଜଙ୍ଗଲ ମନ୍ତ୍ରଣାଳୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ କରୋନା ପଶିବା ଆଶଙ୍କା ରହିଛି। ସଂକ୍ରମିତ ମନୁଷ୍ୟଙ୍କଠାରୁ ପଶୁପକ୍ଷୀଙ୍କୁ କରୋନା ବ୍ୟାପିବାର ଆଶଙ୍କ ରହିଛି। ଏନେଇ ସବୁ ରାଜ୍ୟର PCCFଙ୍କୁ କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ଚିଠି ଲେଖିଛି। ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ଚିଠି ଲେଖିଲା ମନ୍ତ୍ରାଳୟ। ପର୍ଯ୍ୟଟକମାନଙ୍କ ପାଇଁ ତୁରନ୍ତ ଅଭୟାରଣ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଣିଷ-ପଶୁଙ୍କ ମଧ୍ୟରେ ସଂକ୍ରମଣ ଚେନ ରୋକିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମିତ କର୍ମଚାରୀଙ୍କଠାରୁ ପଶୁପକ୍ଷୀଙ୍କୁ ସଂକ୍ରମଣ ହେବା […]

Similipal National Park

Similipal National Park

Manoranjan Sial
  • Published: Thursday, 06 May 2021
  • Updated: 06 May 2021, 03:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ କରୋନା ପଶିବା ଆଶଙ୍କା ରହିଛି। ସଂକ୍ରମିତ ମନୁଷ୍ୟଙ୍କଠାରୁ ପଶୁପକ୍ଷୀଙ୍କୁ କରୋନା ବ୍ୟାପିବାର ଆଶଙ୍କ ରହିଛି। ଏନେଇ ସବୁ ରାଜ୍ୟର PCCFଙ୍କୁ କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ଚିଠି ଲେଖିଛି। ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ଚିଠି ଲେଖିଲା ମନ୍ତ୍ରାଳୟ। ପର୍ଯ୍ୟଟକମାନଙ୍କ ପାଇଁ ତୁରନ୍ତ ଅଭୟାରଣ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଣିଷ-ପଶୁଙ୍କ ମଧ୍ୟରେ ସଂକ୍ରମଣ ଚେନ ରୋକିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମିତ କର୍ମଚାରୀଙ୍କଠାରୁ ପଶୁପକ୍ଷୀଙ୍କୁ ସଂକ୍ରମଣ ହେବା ଆଶଙ୍କା ରହିଛି। ଡ୍ୟୁଟି ପୂର୍ବରୁ କୋଭିଡ୍‌ ନେଗେଟିଭ ରିପୋର୍ଟ ଜରୁରୀ କହିଲା ମନ୍ତ୍ରାଳୟ। ସମ୍ମୁଖ କର୍ମୀ ଓ ପ୍ରାଣୀ ଚିକିତ୍ସକଙ୍କୁ ନେଇ ଟାସ୍କଫୋର୍ସ ଟିମ୍‌ ଗଠନ କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ଆନ୍ଧ୍ରପ୍ରଦେଶରେ ଏକ ଅଭୟାରଣ୍ୟରେ କରୋନାରେ ଆକ୍ରାନ୍ତ ହୋଇ କିଛି ସିଂହଙ୍କର ମୃତ୍ୟୁ ଘଟିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଅଭୟାରଣ୍ୟକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କଠାରୁ ପଶୁଙ୍କ ଦେହକୁ କରୋନା ବ୍ୟାପୁଥିବା ଆଶଙ୍କା କରାଯାଉଛି। ଏହାକୁ ନଜରରେ ରଖି କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ଏପରି ଚିଠି ଲେଖିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ମହାମାରୀ କରୋନା ପାଇଁ ଓଡ଼ିଶାରେ ପ୍ରାୟତଃ ସବୁ ଅଭୟାରଣ୍ୟ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story