କ୍ଷମତାକେନ୍ଦ୍ରଙ୍କ ବିବାଦୀୟ ‘ଅନୁଗତ’ଙ୍କ ତାଲିକା ଲମ୍ବୁଛି, କାର୍ଯ୍ୟାନୁଷ୍ଠାନ ଶୂନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଓ ରାଜ୍ୟ ପ୍ରଶାସନର ସର୍ବେସର୍ବା ପାଲଟିଥିବା କ୍ଷମତାକେନ୍ଦ୍ର ଏବେ ନିଜର ‘ଖାସ୍ ଅନୁଗତ’ମାନଙ୍କ ବିବାଦୀୟ କାରନାମା ପାଇଁ ହରଡ଼ଘଣାରେ ପଡ଼ିଛନ୍ତି। ନିଜର ପ୍ରଭାବ ଓ ପତିଆରା ମାଧ୍ୟମରେ ସେହି ବିବାଦୀୟ ଅନୁଗତମାନଙ୍କୁ ସେ ସୁରକ୍ଷା ଦେଉଥିବାରୁ ଦଳ ଓ ମୁଖିଆଙ୍କ ଭାବମୂର୍ତ୍ତି ଏବେ ସଙ୍କଟରେ ପଡ଼ିଲାଣି। ନିର୍ବାଚନୀ ବର୍ଷରେ ଯେଉଁ ଖାସ୍ ଅନୁଗତମାନଙ୍କୁ ଧରି ‘କ୍ଷମତାକେନ୍ଦ୍ର’ ନିଜର ରାଜନୀତିକ ଗୋଟିଚାଳନା କରିବାକୁ ଚାହୁଁଥିଲେ ସେମାନେ ଜଣକ ପରେ ଜଣେ ନିଜ ନିଜର ଔଦ୍ଧତ୍ୟ […]

Certain-bjd-leaders-enjoying-patronage-of-the-power-centre-are-bringing-disrepute-to-party

Manoranjan Sial
  • Published: Monday, 25 February 2019
  • Updated: 25 February 2019, 10:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଓ ରାଜ୍ୟ ପ୍ରଶାସନର ସର୍ବେସର୍ବା ପାଲଟିଥିବା କ୍ଷମତାକେନ୍ଦ୍ର ଏବେ ନିଜର ‘ଖାସ୍ ଅନୁଗତ’ମାନଙ୍କ ବିବାଦୀୟ କାରନାମା ପାଇଁ ହରଡ଼ଘଣାରେ ପଡ଼ିଛନ୍ତି। ନିଜର ପ୍ରଭାବ ଓ ପତିଆରା ମାଧ୍ୟମରେ ସେହି ବିବାଦୀୟ ଅନୁଗତମାନଙ୍କୁ ସେ ସୁରକ୍ଷା ଦେଉଥିବାରୁ ଦଳ ଓ ମୁଖିଆଙ୍କ ଭାବମୂର୍ତ୍ତି ଏବେ ସଙ୍କଟରେ ପଡ଼ିଲାଣି। ନିର୍ବାଚନୀ ବର୍ଷରେ ଯେଉଁ ଖାସ୍ ଅନୁଗତମାନଙ୍କୁ ଧରି ‘କ୍ଷମତାକେନ୍ଦ୍ର’ ନିଜର ରାଜନୀତିକ ଗୋଟିଚାଳନା କରିବାକୁ ଚାହୁଁଥିଲେ ସେମାନେ ଜଣକ ପରେ ଜଣେ ନିଜ ନିଜର ଔଦ୍ଧତ୍ୟ ଓ ଆସ୍ପର୍ଦ୍ଧା ଯୋଗୁ ଏବେ ବିବାଦୀୟ ହେବାରେ ଲାଗିଛନ୍ତି। ମାତ୍ର ଆଶ୍ଚର୍ଯ୍ୟର କଥା ସେମାନଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ସତ୍ତ୍ୱେ ଦଳ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି, ଓଲଟା ସେସବୁ ଅଭିଯୋଗକୁ ଚପାଇ ଦେବାକୁ ପ୍ରୟାସ ହେଉଛି।

ସୂଚନା ଅନୁସାରେ, କ୍ଷମତାକେନ୍ଦ୍ରଙ୍କ ଖାସ୍ ଅନୁଗତ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଆଜି ଦଳର ବରିଷ୍ଠ ନେତ୍ରୀ ତିଳୋତ୍ତମା ନାଏକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଦଳିତ ନେତ୍ରୀ ଶ୍ରୀମତୀ ନାଏକ ଏବେ ରାଜ୍ୟ ମହିଳା କମିଶନ ସଦସ୍ୟ ଥିବାବେଳେ କଳାହାଣ୍ଡି ଜିଲ୍ଲା ବିଜେଡିର ଆଗଧାଡ଼ିର ନେତ୍ରୀ ମଧ୍ୟ। ତାଙ୍କ ପ୍ରତି ଶ୍ରୀ ଦାସ ଅତ୍ୟନ୍ତ ଅଶାଳୀନ ବ୍ୟବହାର କରିଥିବାର ଅଭିଯୋଗ ସେ ଗଣମାଧ୍ୟମରେ କରିଛନ୍ତି। ଏପରିକି ସେ ନିଜର ଏହି ଅଭିଯୋଗକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ରଖିବାକୁ ଯିବାବେଳେ ତାଙ୍କୁ ଏଥିପାଇଁ ମଧ୍ୟ ସୁଯୋଗ ମିଳିନଥିବା ଜଣାପଡ଼ିଛି। ବିଜେଡି ସଭାପତି ଏବେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଦେଶବ୍ୟାପୀ ଲବି କରୁଥିବାବେଳେ ନିଜ ଦଳର ଆଗଧାଡ଼ିର ନେତ୍ରୀ ତଥା ମହିଳା କମିଶନ ସଦସ୍ୟଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ଯଦିଓ ଏହି ଘଟଣାକୁ ନେଇ ଦଳ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଓ ଶ୍ରୀ ଦାସଙ୍କ ବିଶୃଙ୍ଖଳ ଆଚରଣ ଦିନକୁ ଦିନ ବଢ଼ିବାରେ ଲାଗିଛି,ତଥାପି କ୍ଷମତାକେନ୍ଦ୍ର ନିଜର ଏହି ଖାସ୍ ଅନୁଗତଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଶ୍ରୀ ଦାସଙ୍କୁ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାରେ ସୁରକ୍ଷା ଦିଆଯାଇଥିଲା।

ସେହିପରି ଅନ୍ୟଜଣେ ଖାସ୍ ଅନୁଗତ ବିଧାୟକ ଦେବାଶୀଷ ସାମନ୍ତରାୟଙ୍କ ଔଦ୍ଧତ୍ୟ ଦେଶବିଦେଶରେ ସମାଲୋଚିତ ହେଉଥିବାବେଳେ ତାଙ୍କୁ ମଧ୍ୟ କ୍ଷମତାକେନ୍ଦ୍ର ସୁରକ୍ଷା ଦେଉଥିବା ସୂଚନା ମିଳିଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ମନୋଜ ବେହେରାଙ୍କ ଅନ୍ତିମ ସଂସ୍କାରବେଳେ ତାଙ୍କର ସମ୍ପର୍କୀୟଙ୍କୁ ତଣ୍ଟିଆମାରି ଶ୍ରୀ ସାମନ୍ତରାୟ ଦେଶବିଦେଶରେ ନିନ୍ଦିତ ହେଉଛନ୍ତି। ତାଙ୍କ ପାଇଁ ବିଜେଡି, ଓଡ଼ିଶା ଓ ଭାରତ ମଧ୍ୟ ନିନ୍ଦିତ ହୋଇଛି। ତଥାପି ତାଙ୍କ ବିରୋଧ ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇପାରିନି। କ୍ଷମତାକେନ୍ଦ୍ର ହିଁ ତାଙ୍କର ତ୍ରାଣକର୍ତ୍ତା ପାଲଟିଛନ୍ତି।

ସେହିପରି ଦୀର୍ଘ ଦେଢ଼ବର୍ଷ ପୂର୍ବରୁ ବହୁଚର୍ଚ୍ଚିତ ସେକ୍ସ ସିଡି ଘଟଣାରେ ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ସମ୍ପୃକ୍ତି ଅଭିଯୋଗକୁ ନେଇ ରାଜନୀତିକ ଝଡ଼ ସୃଷ୍ଟି ହୋଇଥିଲା। ମାତ୍ର ସେ କ୍ଷମତାକେନ୍ଦ୍ରଙ୍କ ପାଖ ଲୋକ ହୋଇଥିବାରୁ ତାଙ୍କୁ ସୁରକ୍ଷା ମିଳିଥିଲା। ଏହି ସେକ୍ସ ସିଡି ପାଇଁ ସେତେବେଳେ ଦଳକୁ ବେଶ୍ ବଦନାମ ମୁଣ୍ଡାଇବାକୁ ପଡ଼ିଥିଲା। ଏହି ସେକ୍ସ ସିଡି ଘଟଣା ମଧ୍ୟ ଆଗାମୀ ନିର୍ବାଚନରେ ଏକ ପ୍ରମୁଖ ଇସ୍ୟୁ ହେବାର ଆଶଙ୍କା ରହିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ଅନନ୍ତ,ଦେବାଶୀଷ ଓ ବବି ନିଜ ନିଜର ବିବାଦୀୟ କାର୍ଯ୍ୟ ପାଇଁ ବିଜେଡିକୁ ନିନ୍ଦିତ କରୁଥିବାବେଳେ ଦଳର ମୁଖିଆ ନବୀନ ପଟ୍ଟନାୟକ ନିରବଦ୍ରଷ୍ଟା ସାଜିବା କଥାକୁ ଅଧିକାଂଶ ବିଜେଡି ନେତା ସହଜରେ ହଜମ କରିପାରୁନାହାନ୍ତି। କ୍ଷମତାକେନ୍ଦ୍ରଙ୍କ ଏଭଳି ଏକଚାଟିଆ କାରବାର ଆଗାମୀ ଦିନରେ ଦଳ ମଧ୍ୟରେ ଅସନ୍ତୋଷର ମୁଖ୍ୟ କାରଣ ପାଲଟିବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story