ଭାରତ-ଚୀନ୍ କଳିର ପ୍ରଭାବ: ଓଡ଼ିଶା ମାର୍କେଟକୁ ଆସୁନି ଚାଇନା ରାକ୍ଷୀ, ଦେଖନ୍ତୁ ‘ଓଡ଼ିଶା ରିପୋର୍ଟର’ର ସ୍ପେଶାଲ୍ ଷ୍ଟୋରି

<p>ସୀମା ବିବାଦକୁ ନେଇ ପଡେ଼ାଶୀ ଚୀନ୍ ସହ ଭାରତର ସଂପର୍କ ଖରାପ ହେବାରେ ଲାଗିଛି। ଏହାର ସବୁଠୁ ବେଶୀ ପ୍ରଭାବ ପଡ଼ିଛି ଦୁଇ ଦେଶର ବ୍ୟବସାୟ ଉପରେ। ଆଗକୁ ଆସୁଛି ପବିତ୍ର ରାକ୍ଷୀ ପର୍ବ। ସ୍ଥାନେ ସ୍ଥାନେ ଖୋଲିଲାଣି ରାକ୍ଷୀ ଷ୍ଟଲ୍। ବ୍ୟବସାୟ ବି ଜମିଲାଣି। ଭାରତୀୟ ରାକ୍ଷୀ ବଜାରରେ ସବୁଠୁ ବେଶୀ ପ୍ରଭାବ ଥାଏ ଚାଇନା ରାକ୍ଷୀର। ହେଲେ ଏଥର ଦୁଇଦେଶ ମଧ୍ୟରେ ଉତ୍ତେଜାନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଓଡ଼ିଶା ବଜାରରୁ ଚାଇନା ରାକ୍ଷୀ ଗାଏବ ହୋଇଯାଇଛି। ନା ବ୍ୟବସାୟୀ ଆଣୁଛନ୍ତି ନା ଗ୍ରାହକ ଖୋଜୁଛନ୍ତି। ଓଡ଼ିଶାର ନମ୍ୱର-୧ ଓଡ଼ିଆ ୱେବ୍ ପୋର୍ଟାଲ୍ &#039;ଓଡ଼ିଶା ରିପୋର୍ଟର&#039; ପ୍ରସ୍ତୁତ କରିଛି ଏହା ଉପରେ ଏକ ସ୍ୱତନ୍ତ୍ର ରିପୋର୍ଟ। ମାର୍କେଟ୍ ଅନୁଧ୍ୟାନ କରିଛନ୍ତି ଓଡ଼ିଶା ରିପୋର୍ଟର ପ୍ରତିନିଧି ବିଶ୍ୱବନ୍ଦିତା। ଦେଖନ୍ତୁ ଭିଡିଓ ରିପୋର୍ଟ।</p>

Ordigital Desk
  • Published: Wednesday, 02 August 2017
  • Updated: 02 August 2017, 07:27 PM IST

Sports

Latest News

<p>ସୀମା ବିବାଦକୁ ନେଇ ପଡେ଼ାଶୀ ଚୀନ୍ ସହ ଭାରତର ସଂପର୍କ ଖରାପ ହେବାରେ ଲାଗିଛି। ଏହାର ସବୁଠୁ ବେଶୀ ପ୍ରଭାବ ପଡ଼ିଛି ଦୁଇ ଦେଶର ବ୍ୟବସାୟ ଉପରେ। ଆଗକୁ ଆସୁଛି ପବିତ୍ର ରାକ୍ଷୀ ପର୍ବ। ସ୍ଥାନେ ସ୍ଥାନେ ଖୋଲିଲାଣି ରାକ୍ଷୀ ଷ୍ଟଲ୍। ବ୍ୟବସାୟ ବି ଜମିଲାଣି। ଭାରତୀୟ ରାକ୍ଷୀ ବଜାରରେ ସବୁଠୁ ବେଶୀ ପ୍ରଭାବ ଥାଏ ଚାଇନା ରାକ୍ଷୀର। ହେଲେ ଏଥର ଦୁଇଦେଶ ମଧ୍ୟରେ ଉତ୍ତେଜାନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଓଡ଼ିଶା ବଜାରରୁ ଚାଇନା ରାକ୍ଷୀ ଗାଏବ ହୋଇଯାଇଛି। ନା ବ୍ୟବସାୟୀ ଆଣୁଛନ୍ତି ନା ଗ୍ରାହକ ଖୋଜୁଛନ୍ତି। ଓଡ଼ିଶାର ନମ୍ୱର-୧ ଓଡ଼ିଆ ୱେବ୍ ପୋର୍ଟାଲ୍ &#039;ଓଡ଼ିଶା ରିପୋର୍ଟର&#039; ପ୍ରସ୍ତୁତ କରିଛି ଏହା ଉପରେ ଏକ ସ୍ୱତନ୍ତ୍ର ରିପୋର୍ଟ। ମାର୍କେଟ୍ ଅନୁଧ୍ୟାନ କରିଛନ୍ତି ଓଡ଼ିଶା ରିପୋର୍ଟର ପ୍ରତିନିଧି ବିଶ୍ୱବନ୍ଦିତା। ଦେଖନ୍ତୁ ଭିଡିଓ ରିପୋର୍ଟ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos