ବିନା ଦୋଷରେ ଫସିଥିଲେ, ଏବେ ଜେଲରୁ ମୁକୁଳିଲେ

କଟକ (ଦେବାଶିଷ ମହାନ୍ତି) : ଭୁଲରେ ଗିରଫ ହୋଇଥିବା କଟକ ଚାନ୍ଦିନିଚୌକ ଅଂଚଳର ଚନ୍ଦନ ମହାରଣା ଜେଲରୁ ମୁକ୍ତ ହୋଇଛନ୍ତି। ଏକ ରାହାଜାନୀ ମାମଲାରେ ପୁରୁଣା ୱାରେଣ୍ଟିକୁ ଧରିବାକୁ ଯାଇ ଲାଲବାଗ ପୁଲିସ ତାଙ୍କୁ ଗିରଫ କରିଥିଲା। ବିନା କାରଣରେ ପୁଲିସ ତାଙ୍କୁ ଗିରଫ କରିଥିବା ଦର୍ଶାଇ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ କଟକ ଡିସିପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ଭୁଲରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ କମିଶନର ସ୍ୱୀକାର […]

345

345

Tapas Behera
  • Published: Wednesday, 27 March 2019
  • Updated: 27 March 2019, 12:08 PM IST

Sports

Latest News

କଟକ (ଦେବାଶିଷ ମହାନ୍ତି) : ଭୁଲରେ ଗିରଫ ହୋଇଥିବା କଟକ ଚାନ୍ଦିନିଚୌକ ଅଂଚଳର ଚନ୍ଦନ ମହାରଣା ଜେଲରୁ ମୁକ୍ତ ହୋଇଛନ୍ତି। ଏକ ରାହାଜାନୀ ମାମଲାରେ ପୁରୁଣା ୱାରେଣ୍ଟିକୁ ଧରିବାକୁ ଯାଇ ଲାଲବାଗ ପୁଲିସ ତାଙ୍କୁ ଗିରଫ କରିଥିଲା। ବିନା କାରଣରେ ପୁଲିସ ତାଙ୍କୁ ଗିରଫ କରିଥିବା ଦର୍ଶାଇ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ କଟକ ଡିସିପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣାରେ ଭୁଲରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ କମିଶନର ସ୍ୱୀକାର କରିଥିଲେ। ଏଥିସହ ତ୍ରୁଟି କରିଥିବା ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story