ଚର୍ଚ୍ଚିତ ମିଶ୍ରଙ୍କୁ ପୁଣି ରିମାଣ୍ଡରେ ନେବାକୁ ସିବିଆଇର ଆବେଦନ ଖାରଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ସିବିଆଇର ୨ଟି ଆବେଦନ ଖାରଜ ହୋଇଛି। OSL ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କୁ ପୁଣି ରିମାଣ୍ଡରେ ନେବାକୁ ସିବିଆଇର ଆବେଦନକୁ ସିବିଆଇ କୋର୍ଟ ଆଜି ଖାରଜ କରି ଦେଇଛନ୍ତି। ଏଥିସହ ଚର୍ଚ୍ଚିତଙ୍କ ଭଏସ ଟେଷ୍ଟ କରିବାକୁ ହୋଇଥିବା ଆବେଦନ ବି ଖାରଜ କରିଛନ୍ତି କୋର୍ଟ। ସୂଚନା ଥାଉକି, ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ଚଳିତ ମାସ ୬ ତାରିଖରେ  ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ […]

charchita

charchita

Niranjan Mishra
  • Published: Saturday, 27 August 2022
  • Updated: 27 August 2022, 06:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ସିବିଆଇର ୨ଟି ଆବେଦନ ଖାରଜ ହୋଇଛି। OSL ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କୁ ପୁଣି ରିମାଣ୍ଡରେ ନେବାକୁ ସିବିଆଇର ଆବେଦନକୁ ସିବିଆଇ କୋର୍ଟ ଆଜି ଖାରଜ କରି ଦେଇଛନ୍ତି। ଏଥିସହ ଚର୍ଚ୍ଚିତଙ୍କ ଭଏସ ଟେଷ୍ଟ କରିବାକୁ ହୋଇଥିବା ଆବେଦନ ବି ଖାରଜ କରିଛନ୍ତି କୋର୍ଟ।

ସୂଚନା ଥାଉକି, ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ଚଳିତ ମାସ ୬ ତାରିଖରେ  ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଥିଲା ସିବିଆଇ।

ଏହି ମାମଲାରେ ଏହାର ପୂର୍ବଦିନ ୪ ଜଣଙ୍କୁ ସିବିଆଇ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ OSL  ଅପରେସନ ଡିଜିଏମ୍‌ ସୂର୍ଯ୍ୟ ନାରାୟଣଙ୍କୁ ରିମାଣ୍ଡରେ ନେଇଥିଲା ସିବିଆଇ। ଗିରଫ ହୋଇଥିବା ଚତୁର୍ଥ ବ୍ୟକ୍ତିଜଣକ ହେଉଛନ୍ତି କେସିଟି ଗ୍ରୁପ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର। ଚର୍ଚ୍ଚିତ ମିଶ୍ର ଗିରଫ ହେବା ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story