କାନ୍ଥରେ ଅଟୋ ପିଟି ହୋଇ ଜଣେ ମୃତ, ୫ ଗୁରୁତର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମହୁଲପଲ୍ଲୀ ଛକରେ ଏକ ଅଟୋ ଘରକୁ ଧକ୍କା ଦେଇଥିଲା। ଫଳରେ ରାହୁଲ ପ୍ରଧାନ(୨୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ହୋଲି ଉତ୍ସବ ପାଳନ ଏମାନେ ପୋଲସରାରୁ ମାଲତେନ୍ତୁଳିଆ ଗାଁକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

chatrapur accident

Rakesh Mallick
  • Published: Monday, 13 March 2017
  • , Updated: 13 March 2017, 02:04 PM IST

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମହୁଲପଲ୍ଲୀ ଛକରେ ଏକ ଅଟୋ ଘରକୁ ଧକ୍କା ଦେଇଥିଲା। ଫଳରେ ରାହୁଲ ପ୍ରଧାନ(୨୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ହୋଲି ଉତ୍ସବ ପାଳନ ଏମାନେ ପୋଲସରାରୁ ମାଲତେନ୍ତୁଳିଆ ଗାଁକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

Related story