ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ

ସତ୍ୟାନନ୍ଦ ମହାନ୍ତି(ରାଉରକେଲା):ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଗସ୍ତ ଅବସରରେ ଆସିଥିବା ବେଳେ ତାଙ୍କ ହେଲିକେପ୍ଟର ଯାଞ୍ଚ କରାଯାଇଥିଲା । ଆଇଡିଏଲ ଷ୍ଟାଡିୟମ ଗ୍ରାଉଣ୍ଡରେ ତାଙ୍କ ହେଲିକେପ୍ଟର ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ଫ୍ଲାଇଁ ସ୍କ୍ୱାର୍ଡ଼ ଏବଂ ଷ୍ଟାଟିକ୍‌ ସର୍ଭିଲେନ୍ସ ଟିମ ପକ୍ଷରୁ ଯାଞ୍ଚ କରାଯାଇଥିଲା। ନୋଡାଲ ଅଫିସର ଭାବେ ତହସିଲଦାର ବିଶ୍ୱରଞ୍ଜନ ରଥ, ଅତିରିକ୍ତ ତହସିଲଦାର ଅଭିଜିତ ମହନ୍ତଙ୍କ […]

tio

tio

Tapas Behera
  • Published: Wednesday, 17 April 2019
  • Updated: 17 April 2019, 05:11 PM IST

Sports

Latest News

ସତ୍ୟାନନ୍ଦ ମହାନ୍ତି(ରାଉରକେଲା):ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଗସ୍ତ ଅବସରରେ ଆସିଥିବା ବେଳେ ତାଙ୍କ ହେଲିକେପ୍ଟର ଯାଞ୍ଚ କରାଯାଇଥିଲା ।

ଆଇଡିଏଲ ଷ୍ଟାଡିୟମ ଗ୍ରାଉଣ୍ଡରେ ତାଙ୍କ ହେଲିକେପ୍ଟର ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ଫ୍ଲାଇଁ ସ୍କ୍ୱାର୍ଡ଼ ଏବଂ ଷ୍ଟାଟିକ୍‌ ସର୍ଭିଲେନ୍ସ ଟିମ ପକ୍ଷରୁ ଯାଞ୍ଚ କରାଯାଇଥିଲା। ନୋଡାଲ ଅଫିସର ଭାବେ ତହସିଲଦାର ବିଶ୍ୱରଞ୍ଜନ ରଥ, ଅତିରିକ୍ତ ତହସିଲଦାର ଅଭିଜିତ ମହନ୍ତଙ୍କ ନେତୃତ୍ୱରେ ହେଲିକେପ୍ଟରକୁ ସର୍ଚ୍ଚ କରାଯାଇଥିଲା।

ହେଲିକେପ୍ଟର ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଆଟାଚି ଏବଂ ଏୟାର ବ୍ୟାଗ ମଧ୍ୟ ସର୍ଚ୍ଚ କରାଯାଇଥିଲା।  କ୍ଲିଅରାଂଶ ପରେ ମୁଖ୍ୟମନ୍ତ୍ରୀ ରୋଡ଼ ଶୋ’ରେ ଯାଇଥିଲେ। ନୋଡାଲ ଅଫିସର ତହସିଲଦାର ବିଶ୍ୱରଞ୍ଜନ ରଥ ଏହି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story