ଛତ୍ରପୁର: ଚଢଆପଡାରେ ବୋମା ବିସ୍ଫୋରଣ, ଜଣେ ମହିଳା ଆହତ

ବ୍ରହ୍ମପୁର:ପୋଲସରା ନିକଟସ୍ଥ ଚଢଆପଡା ଗାଁର ଶକୁନ୍ତଳା ସାହୁ  ଜମିରେ କାମ କରୁଥିବା ସମୟରେ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇଛନ୍ତି। ଶକୁନ୍ତଳାଙ୍କ ଦୁଇ ଗୋଡ, ହାତ ଓ ମହଁରେ ଆଘାତ ଲାଗିଛି। ଗାଁ ଲୋକେ ଶକୁନ୍ତଳାକୁ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଏହି ଘଟଣାରେ କୌଣସି ମାମଲା ରୁଜୁ କରିନାହିଁ।

ଆହୁରି ପଢ଼ନ୍ତୁ

ପୁଣି ରେକର୍ଡ ଭାଙ୍ଗିଲା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୧୯୭୭ ପଜିଟିଭ

କରୋନା କଟକଣା; ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ପାଳିତ ହେବ ସ୍ୱାଧୀନତା ଦିବସ

ରାସ୍ତା ଉପରେ ଲହଡ଼ି ମାରୁଛି ୩ ଫୁଟର ପାଣି

ପ୍ରଦର୍ଶନୀ ପଡିଆରେ ପାଳିତ ହେବ ସ୍ୱାଧୀନତା ଦିବସ; ସାମିଲ ହେବେ ୧୦୦ ଅତିଥି

ରାଜ୍ୟରେ ଆହୁରି ୩ ଦିନ ବର୍ଷିବ

ଆସନ୍ତାକାଲିଠୁ ଏହି ଜିଲ୍ଲା ୪୧ ଘଣ୍ଟା ଶଟ୍‌ଡାଉନ୍

ଏଥର ଓଡ଼ିଶା ବାହାରେ ହେବ OJEE ପରୀକ୍ଷା କେନ୍ଦ୍ର

ଦିଲ୍ଲୀପ ବିଶୋୟୀ ହେବେ ରାଜ୍ୟ ସୂଚନା କମିଶନର!

ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ୭ ପିଲା, ଜଣେ ଫର୍ମ ଫିଲପ୍ କରି ପରୀକ୍ଷା ଦେଲେନି-ଜିରୋ ରେଜଲ୍ଟ

ଆରୋଗ୍ୟ ହେଲେ ୧୪୨୨ କରୋନା ଆକ୍ରାନ୍ତ

ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ

ଆଳିପିଙ୍ଗଳ ଜେଲରେ ୨୧ ବନ୍ଦୀଙ୍କୁ କରୋନା