ସରକାର କହିଲେ ଭୟ ନାହିଁ, ଚିକେନ୍‌ ଖାଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲି ରାଜଧାନୀ ଭୁବନେଶ୍ୱରରେ ଚିକେନ୍‌ ବେପାର ଭଲ ହେଉନାହିଁ। ଯାହାକୁ ନେଇ ଚିକେନ୍‌ ବେପାରୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ତେବେ ହଠାତ୍‌ ରାଜଧାନୀ ବାସୀ କାହିଁକି ଚିକେନ୍‌ ଖାଇବାଠାରୁ ଦୂରେଇ ଗଲେ? ଏ ସମ୍ପର୍କରେ ରାଜ୍ୟ ସରକାର ଜାଣିପାରି ନୂଆ ପରାମର୍ଶ ଦେଇଛନ୍ତି। କହିଛନ୍ତି, ଭୟ କରନ୍ତୁନି ଆରାମରେ ଚିକେନ୍‌ ଓ ଅଣ୍ଡା ଖାଅ। ଏନେଇ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାରୁ ପ୍ରକାଶ, ଗତ କିଛି ଦିନରେ ରାଜଧାନୀ ଉପକଣ୍ଠ […]

ganja

ganja

Manoranjan Sial
  • Published: Monday, 24 February 2020
  • Updated: 24 February 2020, 10:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲି ରାଜଧାନୀ ଭୁବନେଶ୍ୱରରେ ଚିକେନ୍‌ ବେପାର ଭଲ ହେଉନାହିଁ। ଯାହାକୁ ନେଇ ଚିକେନ୍‌ ବେପାରୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ତେବେ ହଠାତ୍‌ ରାଜଧାନୀ ବାସୀ କାହିଁକି ଚିକେନ୍‌ ଖାଇବାଠାରୁ ଦୂରେଇ ଗଲେ? ଏ ସମ୍ପର୍କରେ ରାଜ୍ୟ ସରକାର ଜାଣିପାରି ନୂଆ ପରାମର୍ଶ ଦେଇଛନ୍ତି। କହିଛନ୍ତି, ଭୟ କରନ୍ତୁନି ଆରାମରେ ଚିକେନ୍‌ ଓ ଅଣ୍ଡା ଖାଅ। ଏନେଇ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାରୁ ପ୍ରକାଶ, ଗତ କିଛି ଦିନରେ ରାଜଧାନୀ ଉପକଣ୍ଠ ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଭାଇରସ୍‌ ଚିହ୍ନଟ ହୋଇଥିଲା। ଏହା ପରେ ଓୟୁଏଟି ଓ ଏହାର ୧ କିମି ବ୍ୟାସାର୍ଦ୍ଧଞ୍ଚଳରେ କୁକୁଡ଼ା ମରା ଅଭିଯାନ୍‌ ଆରମ୍ଭ କରାଯାଇଥିଲା। କୁକୁଡ଼ା ଓ ଅଣ୍ଡା ନଖାଇବାକୁ ଭୁବନେଶ୍ୱରରେ ବସବାସ କରୁଥିବା ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। ଏପରିକି ବିଭିନ୍ନ ହୋଟେଲ୍‌ ଓ ଚିକେନ୍‌ ସେଣ୍ଟରରେ ଚଢ଼ଉ କରାଯାଇ ଚିକେନ୍‌ ଏବଂ ଅଣ୍ଡା ଜବତ କରାଯାଇ ପୋତି ଦିଆଯାଇଥିଲା।

ବାର୍ଡ ଫ୍ଲୁ ଭୟରେ ଲୋକେ ଅଣ୍ଡା ଓ କୁକୁଡ଼ା ଖାଇବା ବନ୍ଦ କରିଦେଇଥିଲେ। ଲୋକେ ଚିକେନ୍‌ ଖାଉନଥିବାରୁ ଖାଁ ଖାଁ ପଡ଼ିଛି ଚିକେନ ସେଣ୍ଟର। ଏବେ କିନ୍ତୁ ବାର୍ଡ ଫ୍ଲୁ ଭୟ ନାହିଁ। ତଥାପି ଲୋକେ ଚିକେନ୍‌ ଖାଇବାକୁ ନିରାପଦ ମଣୁ ନାହାନ୍ତି। ତେଣୁ ରାଜ୍ୟ ସରକାର ଚିକେନ୍ ଖାଇବାକୁ ପରାମର୍ଶ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story